ETV Bharat / business

କୋରୋନା କାଳର ପ୍ରଥମ ବଜେଟ: ଜଳ ଯୋଗାଣ, ପରିମଳ ଓ ସ୍ଵଚ୍ଛତାକୁ ପ୍ରାଧାନ୍ୟ - ଓଡିଶା ବଜେଟ 2021

କୋରୋନା ସଙ୍କଟ ମଧ୍ୟରେ ଏବର୍ଷର ବଜେଟରେ ଜଳ ଯୋଗାଣ, ପରିମଳ ଓ ସ୍ଵଚ୍ଛତାକୁ ଦିଆଯାଇଛି ଗୁରୁତ୍ବ । ପାଇପ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ପାଇଁ 12,000 କୋଟି ଟଙ୍କା ଖର୍ଚ୍ଚ ହେବ ।

କୋରୋନା କାଳର ପ୍ରଥମ  ବଜେଟ: ଜଳ ଯୋଗାଣ, ପରିମଳ ଓ ସ୍ଵଚ୍ଛତାକୁ  ପ୍ରାଧାନ୍ୟ

author img

By

Published : Feb 22, 2021, 7:36 PM IST

Updated : Feb 23, 2021, 6:22 AM IST

ଭୁବନେଶ୍ବର: ଆଜି ଉପସ୍ଥାପିତ ବଜେଟରେ ଜଳ ଯୋଗାଣ , ପରିମଳ ଓ ସ୍ବଚ୍ଛତା ଉପରେ ରହିଛି ଫୋକସ । କୋଭିଡ କାଳରେ ସୁଲଭ ଓ ନିରନ୍ତର ଜଳସେଚନ ଜଳସେଚନ ପାଇଁ 2258 କୋଟି ଟଙ୍କା ବ୍ୟୟ ବରାଦ ହୋଇଛି ।

  • 2021-22 ଆର୍ଥିକ ବର୍ଷରେ ଆମେ ଅତରିକ୍ତି 70 ଲକ୍ଷ ଗ୍ରାମାଞ୍ଚଳର ଅଧିବାସୀ ଏବଂ ଶତ ପ୍ରତିଶତି ସହରାଞ୍ଚଳ ଅଧିବାସୀ ଙ୍କୁପାଇପ ଦ୍ଵାରା ପାନୀୟ ଜଳ ଯୋଗାଇବାକୁ ଲକ୍ଷ୍ୟ ରହିଛି ।
  • ମିଶନ ସୁଜଲର ଏକ ପାଇଲଟ ପ୍ରକଳ୍ପ ମାଧ୍ୟମରେ ଭୁବେଶ୍ବରର 12ଟି ଜୋନ ଓ ପୁରୀ ସହର ବାସିନ୍ଦାଙ୍କୁ ମୋଟ 1.8 ଲକ୍ଷ ଜନସାଧାରଣଙ୍କୁ ଅହରହ ପାନୀୟ ଜଳ ଯୋଗାଇ ଦିଆଯିବ ।
  • 2021-22 ଆର୍ଥିକ ବର୍ଷରେ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ପାଇଁ ବଜେଟ ଓ ବଜେଟ ବହିର୍ଭୁତ ସମ୍ବଳ ଜରିଆରେ 12 ହଜାର କୋଟିରୁ ଅଧିକ ଟଙ୍କାର ବିପୁଳ ନିବେଶ ପ୍ରସ୍ତାବ ରହିଛି ।
  • କଳାହାଣ୍ଡି ଓ ନବରଙ୍ଗପୁରରେ 2ଟି ମଧ୍ୟମ ଜଳସେଚନ ପ୍ରକଳ୍ପ
  • ଗଭୀର ନଳକୂଅ ଖନନ ପାଇଁ 389 କୋଟି
  • ପାର୍ବତୀଗିରି ଜଳସେଚନ ଯୋଜନାରେ 860 କୋଟି ବ୍ୟୟ
  • ନବକୃଷ୍ଣ ଚୌଧୁରୀ ଜଳସେଚନ ପାଇଁ 67 କୋଟି ବ୍ୟୟ
  • ଜଳ ଜୀବନ ମିଶନ ପାଇଁ 6 ହଜାର 3 ଶହ କୋଟି
  • ଗଭୀର ନଳକୂପ ଖନନ ପାଇଁ 389 କୋଟି
  • ବିଜୁ ସେତୁ ଯୋଜନା ପାଇଁ 912 କୋଟି
  • 11 ଭାଗ ଜଳସମ୍ପଦ ଓଡିଶାରେ ରହିଛି ।
  • ବସୁଧା ଯୋଜନାରେ 2419 କୋଟି ବ୍ୟୟବରାଦ ଲକ୍ଷ୍ୟ ଅଛି ।
  • ଜଳ ଯୋଗାଣ ବ୍ୟବସ୍ଥାର ପରିଚାଳନା ତଥା ରକ୍ଷଣାବେକ୍ଷଣା ପାଇଁ 5 ଶହ 60 କୋଟି ଟଙ୍କା ଅନ୍ତର୍ଭୁକ୍ତ ।
  • ଆଗାମୀ ଆର୍ଥିକ ବର୍ଷରେ 30 କୋଟି ଟଙ୍କା ବରାଦରେ ଋତୁସ୍ରାବକାଳୀନ ସ୍ବାସ୍ଥ୍ୟରକ୍ଷା ପାଇଁ “KHUSI-Distribution of santitary napkins ଯୋଜନା ଅଧିନରେ ଅଧିକ ହିତାଧୀକାରୀଙ୍କୁ ସମ୍ପୃକ୍ତ ପାଇଁ ରହିଛି ପ୍ରୟାସ ।
  • ସ୍ଵଚ୍ଛ ଭାରତ ମିଶନ ଅଧିନରେ ଗ୍ରାମାଞ୍ଚଳ ପାଇଁ 2 ଶହ କୋଟି ଟଙ୍କା ଏବଂ ସହରାଞ୍ଚଳ ପାଇଁ 2 ଶହ 15 କୋଟି ଟଙ୍କା ଘୋଷଣା ହୋଇଛି ।
  • ଖଣିଜ ପଦାଥର୍ପର୍ଣ୍ଣ 8ଟି ଜିଲ୍ଲାର ସମସ୍ତ 6 ଶହ 91ଟି ପ୍ରତ୍ୟକ୍ଷ ଭାବେ ପ୍ରଭାବତି ଗ୍ରାମକୁ, OMBADC ପାଣ୍ଠରିୁ2 ହଜାର 1 ଶହ 50 କୋଟି ଟଙ୍କା ଏବଂ DMF ରୁ 6 ଶହ 65 କୋଟି ଟଙ୍କା ବ୍ୟୟ ମାଧ୍ୟମରେ ପାଇପ୍ ଦ୍ଵାରା ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ ।

Last Updated : Feb 23, 2021, 6:22 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.