ETV Bharat / business

ଆଂଶିକ ଦୃଷ୍ଟିହୀନଙ୍କୁ ବି ମିଳିବ ଡ୍ରାଇଭିଂ ଲାଇସେନ୍ସ - CMV

ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ କେନ୍ଦ୍ରୀୟ ମୋଟର ଯାନ (CMV) ନିୟମ -1989 ର ଫର୍ମ -1 ଏବଂ ଫର୍ମ -1 ଏ ରେ ସଂଶୋଧନ ପାଇଁ ଅଧିସୂଚନା ଜାରି କରିଛି । ଏହାଦ୍ବାରା ସାମାନ୍ୟ ତଥା ମଧ୍ୟମ ଦୃଷ୍ଟିହୀନ ନାଗରିକ ଡ୍ରାଇଭିଂ ଲାଇସେନ୍ସ ପାଇପାରିବେ । ଅଧିତ ପଢନ୍ତୁ..

ଆଂଶିକ ଦୃଷ୍ଟିହୀନଙ୍କୁ ବି ମିଳିପାରିବ   ଡ୍ରାଇଭିଂ ଲାଇସେନ୍ସ

author img

By

Published : Jun 27, 2020, 3:09 PM IST

ନୂଆଦିଲ୍ଲୀ: ଏଣିକି ସାମାନ୍ୟ ତଥା ମଧ୍ୟମ ଦୃଷ୍ଟିହୀନ ବ୍ୟକ୍ତି ମଧ୍ୟ ଡ୍ରାଇଭିଂ ଲାଇସେନ୍ସ ପାଇପାରିବେ । ଏହି ପରିପ୍ରେକ୍ଷୀରେ ମୋଟର ଯାନ ନିୟମରେ ଆବଶ୍ୟକ ସଂଶୋଧନ ପାଇଁ କେନ୍ଦ୍ର ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ଶୁକ୍ରବାର ବିଜ୍ଞପ୍ତି ଜାରି କରିଛି।

ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି କି, ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ କେନ୍ଦ୍ରୀୟ ମୋଟର ଯାନ (CMV) ନିୟମ -1989 ର ଫର୍ମ -1 ଏବଂ ଫର୍ମ -1 ଏ ରେ ସଂଶୋଧନ ପାଇଁ ଅଧିସୂଚନା ଜାରି କରିଛି । ଏହାଦ୍ବାରା ସାମାନ୍ୟ ତଥା ମଧ୍ୟମ ଦୃଷ୍ଟିହୀନ ନାଗରିକ ଡ୍ରାଇଭିଂ ଲାଇସେନ୍ସ ପାଇପାରିବେ ।

ମନ୍ତ୍ରଣାଳୟ କହିଛି କି , ସେ 'ଦିବ୍ୟାଙ୍ଗଜନ' ନାଗରିକମାନଙ୍କୁ ପରିବହନ ଆଧାରିତ ସେବା ବିଶେଷ କରି ଡ୍ରାଇଭିଂ ଲାଇସେନ୍ସ ଯୋଗାଇବା ପାଇଁ ଅନେକ ପଦକ୍ଷେପ ନେଉଛି ।

ଏହି ବିବୃତ୍ତିରେ କୁହାଯାଇଛି ଯେ 'ଦିବ୍ୟାଙ୍ଗଜନ' ନାଗରିକଙ୍କୁ ଡ୍ରାଇଭିଂ ଲାଇସେନ୍ସ ପାଇଁ ପରାମର୍ଶ ଜାରି କରାଯାଇଛି । ବର୍ତ୍ତମାନ କଲର ବ୍ଲାଇଣ୍ଡ (monocular) ଲୋକଙ୍କୁ ଡ୍ରାଇ ଡ୍ରାଇଭିଂ ଲାଇସେନ୍ସ ପାଇଁ ପରାମର୍ଶ ଦିଆଯାଉଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.