ETV Bharat / business

ଏହି 6 ସହରରୁ କୋଲକାତାକୁ ବିମାନ ସେବା ବନ୍ଦ - କୋଲକତାକୁ ଉଡିବନି ବିମାନ

କୋଭିଡ-19 ସଂକ୍ରମଣକୁ ରୋକିବା ପାଇଁ ପଶ୍ଚିମବଙ୍ଗ ସରକାରଙ୍କ ପ୍ରୟାସ । ଏହି 6ଟି ସହରରୁ କୋଲକାତାକୁ ଉଡିବନି ବିମାନ । ଅଧିକ ପଢନ୍ତୁ..

ଏହି 6ଟି ସହରରୁ କୋଲକତାକୁ ବିମାନ ସେବା ବନ୍ଦ
ଏହି 6ଟି ସହରରୁ କୋଲକତାକୁ ବିମାନ ସେବା ବନ୍ଦ
author img

By

Published : Jul 4, 2020, 9:08 PM IST

କୋଲକାତା: ଜୁଲାଇ 6ରୁ ଜୁଲାଇ 9 ମଧ୍ୟରେ 6ଟି ସହରରୁ କୌଣସି ବିମାନ କୋଲକାତାରେ ଅବତରଣ କରିବ ନାହିଁ । ଶନିବାର କୋଲକାତା ବିମାନବନ୍ଦର କର୍ତ୍ତୃପକ୍ଷ ଏନେଇ ସୂଚନା ଦେଇଛି ।

କର୍ତ୍ତୃପକ୍ଷଣଙ୍କ ଅନୁସାରେ ଦିଲ୍ଲୀ, ମୁମ୍ବାଇ, ପୁନେ, ନାଗପୁର, ଚେନ୍ନାଇ ଏବଂ ଅହମ୍ମଦାବାଦରୁ କୋଲକାତାକୁ ସମସ୍ତ ବିମାନ ସେବା ବାତିଲ କରାଯାଇଛି ।

ସୂଚନା ଦିଆଯାଉଛି କି ଦିଲ୍ଲୀ, ମୁମ୍ବାଇ, ପୁନେ, ନାଗପୁର, ଚେନ୍ନାଇ ଏବଂ ଅହମ୍ମଦାବାଦରୁ କୌଣସି ବିମାନ କୋଲକାତାକୁ ଉଡିବ ନାହିଁ । ଜୁନ 6ରୁ 9 ଯାଏଁ ଏହି ସେବାକୁ ବାତିଲ କରାଯାଇଛି । ଆଗାମୀ ଆଦେଶ ଯାଏଁ ଏହା ବଳବତ୍ତର ରହିବ । ଟ୍ବିଟ କରି କୋଲକତା ବିମାନବନ୍ଦର ଏନେଇ ପକ୍ଷରୁ କୁହାଯାଇଛି ।

ଏହି 6ଟି ସହରରେ କୋଭିଡ ମାମଲା ଅଧିକ ରହିଛି । ଏଣୁ ଏଠାରୁ କୋଲକାତା ବିମାନବନ୍ଦରକୁ ବିମାନ ପହଞ୍ଚିବାରେ ଅସ୍ଥାୟୀ ପ୍ରତିବନ୍ଧକ ଲଗାଇବା ନେଇ ରାଜ୍ୟ ସରକାରଙ୍କ ଅନୁରୋଧ କ୍ରମେ ବିମାନବନ୍ଦର ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.