ETV Bharat / business

‘ଅତିରିକ୍ତ ଋଣରୁ ଖର୍ଚ୍ଚ କରିବା କେନ୍ଦ୍ର ପ୍ୟାକେଜର ମାନଦଣ୍ଡ’

author img

By

Published : May 17, 2020, 7:16 PM IST

ଆର୍ଥିକ ପ୍ୟାକେଜକୁ ଚିଦାମ୍ବରମଙ୍କ ସମାଲୋଚନା । ଅଧିକ ଋଣ କରି ଖର୍ଚ୍ଚ କରିବା କେନ୍ଦ୍ର ସରକାରଙ୍କ ପ୍ୟାକେଜର ମୂଳ ମାନଦଣ୍ଡ ବୋଲି ଚିଦାମ୍ବରମ ସମାଲୋଚନା କରିଛନ୍ତି । ଅଧିକ ପଢନ୍ତୁ..

p chidambarm on final tranche of stimulus announcement
‘ଅତିରିକ୍ତ ଋଣରୁ ଖର୍ଚ୍ଚ କରିବା କେନ୍ଦ୍ର ପ୍ୟାକେଜର ମାନଦଦଣ୍ଡ ’

ହାଇଦ୍ରାବାଦ: ରବିବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସ୍ବାସ୍ଥ୍ୟ, ଶିକ୍ଷା, ଗ୍ରାମୀଣ ରୋଜଗାର , ଆଇବିସି ଓ କମ୍ପାନୀ ଆକ୍ଟ ଆଦିକୁ ଦେଇଛନ୍ତି ବିକାଶର ଇଞ୍ଜେକ୍ସନ । ତେବେ ଏ ନେଇ ଭିନ୍ନ ମତ ରଖିବା ସହ କଟାକ୍ଷ କରିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ପି ଚିଦାମ୍ବରମ ।

ଚିଦାମ୍ବରମ ଟ୍ବିଟ କରି କହିଛନ୍ତି ଯେ, ‘‘ମାନନୀୟ ଅର୍ଥମନ୍ତ୍ରୀ ଏହା ସ୍ବୀକାର କରିବା ପାଇଁ ଧନ୍ୟବାଦ କି, ଅତିରିକ୍ତ ବ୍ୟୟ କେବଳ ଅତିରିକ୍ତ ଋଣରୁ ମିଳିପାରିବେ । ଆଜି ମୁଁ ନିଜ କଲମରେ ଯାହା କହିଥିଲି, ତାହାକୁ ସୁନିଶ୍ଚିତ କରିବା ପାଇଁ ଧନ୍ୟବାଦ । ’’

ସେ କହିଛନ୍ତି ଯେ ଆପଣଙ୍କ PMGKY ଏବଂ 5-କିସ୍ତି ପ୍ୟାକେଜରେ ଅନ୍ତର୍ଭୁକ୍ତ ଅତିରିକ୍ତ ଖର୍ଚ୍ଚ ପରିମାଣ ଉପରେ ଆମେ ସହମତ ନୁହଁ । ଯେତେବେଳେ ଆପଣ ଅତିରିକ୍ତ ଋଣ କରିବେ ସେତେବେଳେ ଆମକୁ ଉତ୍ତର ଜାଣାପଡିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.