ETV Bharat / business

ଆପଣଙ୍କ PF ଆକାଉଣ୍ଟରେ କେତେ ଟଙ୍କା ରହିଛି , ଜାଣନ୍ତୁ ଏପରି ... - ୋୀନଗମା

ଆପଣ ଜଣେ ଚାକିରିଆ କି? ତେବେ ପ୍ରତି ମାସ ପିଏଫ ବାବଦକୁ କଟୁଥିବା ଟଙ୍କାର ପରିମାଣ କେତେ ହେଲାଣି ? ଏହାକୁ କିପରି ଜାଣିବେ, ଏପରି କରନ୍ତୁ ଚେକ୍‌ ।

ପ୍ରତିକାତ୍ମକ ଫଟୋ
author img

By

Published : Apr 2, 2019, 2:58 PM IST

ନୂଆଦିଲ୍ଲୀ: ଚାକିରିଆଙ୍କ ଅବସରକାଳୀନ ସାଥୀ ଇପିଏଫ(କର୍ମଚାରୀ ଭବିଷ୍ୟତ ନିଧି ପାଣ୍ଠି) ପାଣ୍ଠି । ମାସିକ ଦରମା ମିଳିବା ସମୟରେ ବିଭିନ୍ନ ସେବା ବାବଦକୁ କଟିଥାଏ ଟଙ୍କା । ତାହା ସବୁ ଇପିଏଫ ଆକାରରେ ଜମା ହୋଇଥାଏ । ଚାକିରିରୁ ଛାଡିବା ପରେ ଏକକାଳୀନ ସେହି ଟଙ୍କା ସୁଧ ସହମିଳିଥାଏ । ତେବେ ତାହା କେତେ କଟୁଛି । ବର୍ତ୍ତମାନ ଆପଣଙ୍କ ପିଏଫ ଆକାଉଣ୍ଟରେ କେତେ ଟଙ୍କା ଅଛି ଜାଣନ୍ତି କି? ଏପରି କରନ୍ତୁ ଯାଞ୍ଚ ।

ଇପିଏଫ ବାବଦରେ ଯାହା ଟଙ୍କା କଟେ ତାହା ମିଶେ ଇଫିଏଫ ଆକାଉଣ୍ଟରେ। ପିଏଫରେ ଆପଣଙ୍କ ଦରମାର ପାଖାପାଖି12 ପ୍ରତିଶତ ଯୋଗଦାନ ରହିଥାଏ । ଏଥିସହ ଆଉ 12 ପ୍ରତିଶତ କମ୍ପାନୀ ପକ୍ଷରୁ ମିଳିଥାଏ। କମ୍ପାନୀ ଯେଉଁ ଟଙ୍କା ଦିଏ, ସେଥି ମଧ୍ୟରେ 8.33 ପ୍ରତିଶତ ପେନସନ ଯୋଜନା (EPS) ଅନ୍ତର୍ଗତ ରହିଥାଏ । ଆଉ ବାକି 3.67 ପ୍ରତିଶତ ଇପିଏଫ ମଧ୍ୟରେ ରହିଥାଏ ।

ଯଦି ଆପଣ ବର୍ଷ ବର୍ଷ ଧରି ଚାକିରି କରୁଛନ୍ତି ତ, ପ୍ରତିମାସ ଆପଣଙ୍କ ଆକାଉଣ୍ଟରୁ ଟଙ୍କା କଟିବାକୁ ଲାଗିଥାଏ । ତେବେ ଏଥିମଧ୍ୟରେ ଯଦି ଆପଣ ଜାଣିବାକୁ ଚାହାନ୍ତି ଯେ, ଆପଣଙ୍କ ଦରମାରୁ କେତେ ଟଙ୍କା ପିଏଫ ବାବଦକୁ ଜମା ହୋଇଥାଏ । ଏପରି ଘରେ ବସି ଅନଲାଇନ ଜରିଆରେ ଯାଞ୍ଚ କରୁନ୍ତୁ ।

ପ୍ରଥମେ ଏଥିପାଇଁ ଆପଣଙ୍କ କର୍ମଚାରୀ ଭବିଷ୍ୟତ ନିଧି ସଂଗଠନ ଅଧିକାରୀକ ୱେବସାଇଟ https://www.epfindia.gov.in ଉପରେ କ୍ଲିକ କରନ୍ତୁ ।

  • 1. ୱେବସାଇଟ ଖୋଲିଲା ପରେ ଇ-ପାସବୁକ ଉପରେ କ୍ଲିକ କରନ୍ତୁ
  • 2 . ଏଠାରେ ଆପଣଙ୍କୁ UAN ନମ୍ବର ସମେତ ଅନ୍ୟ ସୂଚନାକୁ ଦେବାକୁ ପଡିବ । ଏହି ସବୁ ଶୂନ୍ୟସ୍ଥାନ ପୂରଣ କରିବା ପରେ ପେଜଟି ଓପେନ ହେବ ।
  • 3. ଏହି ପେଜଟି ଖୋଲିଲା ପରେ ଆଉପଣ ଇ-ପାସବୁକ ଚେକ କରିପାରିବେ । ଏହା ଦର୍ଶାଇବ ଆପଣଙ୍କ ପିଏଫ ଆକାଉଣ୍ଟରେ ବର୍ତତ୍ମାନ ସୁଦ୍ଧା କେତେ ଟଙ୍କା ଜମା ରହିଛି ।

ତେବେ ଏଥିପାଇଁ ମୋବାଇଲ ଆପ ମଧ୍ୟ ରହିଛି । ଯାହାର ନାମ UMANG ରହିଛି । ଏହି ଆପ ଡାଉନଲୋଡ କରିବା ପରେ କିଛି ସୂଚନା ଭରିବାକୁ ପଡିବ । ଏହା ପରେ ଆପଣଙ୍କୁ ବାଲାନ୍ସ ସମ୍ପର୍କରେ ଜଣାପଡିବ ।

Intro:ନିର୍ବାଚନ ଯେତେ ପାଖେଇ ଆସୁଛି ବାଲେଶ୍ୱର ବିଜେଡିରେ ସେତିକି ଅସ୍ଥିରତା ଦେଖିବାକୁ ମିଳୁଛି। ରେମୁଣା ନିର୍ବାଚନର ବିଧାୟକ ପ୍ରାର୍ଥୀ ଭାବେ ସୁଧାଂଶୁ ଶେଖର ପରିଡାଙ୍କ ନାମ ଘୋଷଣା କରିବା ପରେ ଆଶାୟୀ ପ୍ରାର୍ଥୀ ଦୀପକ ମଲ୍ଲିକ ଦଳ ଛାଡିଛନ୍ତି। ଦଳା ଛାଡିବା ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଦୀପକ ତାଙ୍କ ସହ ବିଶ୍ୱାସଘାତକତା କରାଯାଇଥିବା ଅଭିଯୋଗ ଆଣିଛନ୍ତି।

Body:ପୂର୍ବରୁ ବିଜେପିରେ ଜଣେ ଯୁବନେତା ଭାବେ କାର୍ଯ୍ୟ କରି ଆସୁଥିବା ଦୀପକ ମଲ୍ଲିକ 1ବର୍ଷ ହେଲା ବିଜେଡିରେ ଯୋଗଦାନ କରିଥିଲେ। ବିଜେଡିରେ ଯୋଗଦାନ ବେଳେ ବାଲେଶ୍ୱର ବିଜେଡି ଜିଲ୍ଲା ସଭାପତି ତାଙ୍କୁ ଦଲପାଇଁ କାମ କରିବା ପାଇଁ କହିବା ସହ 2019 ନିର୍ବାଚନରେ ରେମୁଣାର ବିଧାୟକ ପ୍ରାର୍ଥୀ ଭାବେ ଦଳୀୟ ଟିକେଟ ଦେବାପାଇଁ ପ୍ରତିଶୃତି ଦିଆଯାଇଥିଲା ବୋଲି ଦୀପକ କହିଛନ୍ତି। ଦଳୀୟ ଟିକେଟ ଆଶାରେ ଦୀପକ ବିଜେଡିର ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇ ଅନେକ କାର୍ଯ୍ୟ କରିଛନ୍ତି ବୋଲି କହିଛନ୍ତି। ମାତ୍ର ଦଳୀୟ ପ୍ରାର୍ଥୀ ଭାବେ ସୁଧାଂଶୁଙ୍କ ନାମ ଘୋଷଣା ପରେ ତାଙ୍କ ସହ ବିଶ୍ୱାସଘାତ କରାଯାଇଥିବା ସେ ଅଭିଯୋଗ ଆଣିଛନ୍ତି। ଏମିତିକି ଅର୍ଥବଳ ଯୋଗୁ ସୁଧାଂଶୁଙ୍କୁ ଦଳୀୟ ଟିକେଟ ମିଳିଥିବା ସେ ଗୁରୁତର ଅଭିଯୋଗ ଆଣିଛନ୍ତି।

Conclusion:ଦଳରେ ରହି ନିଃସ୍ୱାର୍ଥପର ଭାବେ କାର୍ଯ୍ୟ କରି ମଧ୍ୟ ତାଙ୍କୁ ଗୁରୁତ୍ୱ ଦିଆଯାଇ ନଥିବା ସେ କହିଛନ୍ତି। ଯେଉଁ ପ୍ରାର୍ଥୀଙ୍କୁ ଦଳୀୟ ଟିକେଟ ଦିଆଯାଇଛି ସେ ଦୀପକଙ୍କୁ ଠାରୁ କାମ ଯୋଗ୍ୟତା ରହିଥିବା ସେ ଅଭିଯୋଗ କରିଛନ୍ତି। ବିଜେଡିରେ ପାଠୁଆ ଲୋକଙ୍କ ସ୍ଥାନ ନାହିଁ, ଦୀପକ ଜଣେ ଆଇଆଇଟି ଇଂଜିନିୟର ହୋଇଥିବା ବେଳେ ତାଙ୍କୁ ପ୍ରାଧାନ୍ୟ ଦିଆଯାଇ ନଥିବାରୁ ସେ ବିଜେଡି ଛାଡିଥିବା କହିଛନ୍ତି।
ବାଇଟ- ଦୀପକ ମଲ୍ଲିକ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.