ETV Bharat / business

ଆସନ୍ତା 2 ବର୍ଷରେ 31 .5 ଲକ୍ଷ କୋଟି ଟଙ୍କା କ୍ଷତି ସହିବ ଭାରତ: ରିପୋର୍ଟ

author img

By

Published : Jun 26, 2020, 5:59 PM IST

ଭାରତ ଆସନ୍ତା 2 ବର୍ଷ ମଧ୍ୟରେ ଉତ୍ପାଦନରେ 438 ଆରବ ଡଲାର କ୍ଷତି ସହିପାରେ । ଏସବିଆଇ ଇକୋରାପ (Ecowrap)ଏକ ରିପୋର୍ଟରେ ଏ ନେଇ ପ୍ରକାଶ କରିଛି । ଅଧିକ ପଢନ୍ତୁ..

ଆସନ୍ତା 2 ବର୍ଷରେ 31 .5 ଲକ୍ଷ କୋଟି ଟଙ୍କା  କ୍ଷତି ସହିବ ଭାରତ

ନୂଆଦିଲ୍ଲୀ: ଅର୍ଥନୀତିକୁ ଅଣାୟତ କରିଛି କୋଭିଡ-19 ଓ ଲକଡାଉନ । ଏହି ସଙ୍କଟ ଯୋଗୁଁ ଭାରତ ଆସନ୍ତା 2 ବର୍ଷ ମଧ୍ୟରେ ଉତ୍ପାଦନର 438 ଆରବ ଡଲାର କ୍ଷତି ସହିପାରେ । ଏସବିଆଇ ଇକୋରାପ (Ecowrap)ଏକ ରିପୋର୍ଟରେ ଏ ନେଇ ପ୍ରକାଶ କରିଛି ।

ଏହି ରିପୋର୍ଟର ଅନୁମାନ ଅନ୍ତରାଷ୍ଟ୍ରୀୟ ମୁଦ୍ରା କୋଷ (ଆଇଏମଏଫ) ଅନୁମାନ ଉପରେ ଆଧାରିତ ରହିଛି । ଏଥିରେ ଦର୍ଶାଯାଇଛି କି, 2020ରେ ଗୁରୁତର ମାନ୍ଦାବସ୍ଥା ହେବ । 2021ରେ ପୁଣି ଧୀମା ରିକୋଭରି ହେବ ।

ରିପୋର୍ଟ ମୁତାବକ, ‘‘2020 ବୈଶ୍ବିକ ଉତ୍ପାଦନରେ 4.9 ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ଅନୁମାନ ରହିଛି । ଯାହା ପରେ ଏକ ଆଂଶିକ ସୁଧାର ଆସିବ । ଏଥିସହ 2021ରେ ବୃଦ୍ଧି ଦର 5.4 ପ୍ରତିଶତ ରହିବ । ’’

ରିପୋର୍ଟରେ ଆଗକୁ କୁହାଯାଇଛି କି, ‘‘ସଙ୍କଟ ମଧ୍ୟରେ ଏହି ସବୁ କାରଣରୁ ବିଶ୍ବ ଅର୍ଥବ୍ୟବସ୍ଥାକୁ 2 ବର୍ଷରେ ମୋଟ 125 ଟ୍ରିଲିୟନ ଡଲାର କ୍ଷତି ହେବା ସମ୍ଭାବନା ରହିଛି ।’’

ଆଉ ଏହାକୁ ଦେଖିବାକୁ ଗଲେ ବିଶ୍ବ ଅର୍ଥବ୍ୟବସ୍ଥାରେ ଭାରତର ଯୋଗାଦାନ 3.5 ପ୍ରତିଶତ ରହିଛି । ଏହି ଦୃଷ୍ଟିରୁ ଆସନ୍ତା 2 ବର୍ଷରେ ଦେଶର ଉତ୍ପାଦନ କ୍ଷତି ପାଖାପାଖୀ 438 ଅରବ ଡଲାର ବା 31 .5 ଲକ୍ଷ କୋଟି ଟଙ୍କା ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.