ETV Bharat / business

ଲକଡାଉନରେ ଆୟକର ବିଭାଗର ଆଶ୍ବସ୍ତି, ମିଳିବ ବକେୟା ଟଙ୍କା - କରଦାତାଙ୍କୁ ଆୟକର ବିଭାଗର ଭେଟି

ଆୟକର ବିଭାଗ ତୁରନ୍ତ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିଚାରାଧୀନ ରାଶିକୁ ଫେରସ୍ତ ପ୍ରଦାନ କରିବାକୁ ଘୋଷଣା କରିଛି । ଉପକୃତ ହେବ 14 ଲକ୍ଷ କରଦାତା । ଅଧିକ ପଢନ୍ତୁ...

I-T Dept to immediately issue pending refunds up to Rs 5 lakh
ଲକଡାଉନରେ ଆୟକର ବିଭାଗର ଆଶ୍ବସ୍ତି, ମିଳିବ ବକେୟା ଟଙ୍କା
author img

By

Published : Apr 8, 2020, 11:22 PM IST

ମୁମ୍ବାଇ: ଲକଡାଉନ ମଧ୍ୟରେ କରଦାତାଙ୍କୁ ଆୟକର ବିଭାଗର ଭେଟି । ତୁରନ୍ତ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପେଣ୍ଡିଙ୍ଗ ପଡିଥିବା କର ରାଶିକୁ ଦେବାକୁ ଘୋଷଣା କଲା ଆୟକର ବିଭାଗ । ଏପରିକି ଜିଏସଟି ଓ ସୀମା ଶୁଳ୍କ ଫେରସ୍ତ ମଧ୍ୟ ଶୀଘ୍ର ନେଇ ବିଭାଗ ଆଶ୍ବସ୍ତି ଦେଇଛି ।

କୋରୋନା ସଙ୍କଟ ମଧ୍ୟରେ ଉପନ୍ନ କାରଣ ପାଇଁ ବ୍ୟକ୍ତିଗତ ଟିକସଦାତା ଓ କାରବାରୀଙ୍କୁ ଉପଶମ ଦେବା ପାଇଁ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପେଣ୍ଡିଙ୍ଗ ସମସ୍ତ ଆୟକର ରାଶିକୁ ଶୀଘ୍ର ପ୍ରଦାନ କରିବାକୁ ନିର୍ଣ୍ଣୟ ନିଆଯାଇଛି । ଏହାଦ୍ବାରା ପାଖାପାଖି 14 ଲକ୍ଷ କରଦାତା ଉପକୃତ ହେବେ ।

ସେହିପରି ଜିଏସଟି ଓ ସୀମା ଶୁଳ୍କ ରାଶି ଫେରସ୍ତ ଦ୍ବାରା ଏମଏସଏମଇ ସମେତ ପାଖାପାଖି 1 ଲକ୍ଷ ବ୍ୟବସାୟିକ ସଂସ୍ଥାକୁ ଲାଭ ହେବା ନେଇ ଆଶା ରହିଛି । ମୋଟ ରିଫଣ୍ଡ 18 ହଜାର କୋଟି ପାଖାପାଖି ହେବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.