ETV Bharat / business

ଜର୍ଜିୟେବାଙ୍କ ବିଶ୍ବାସ, ଭାରତରେ ଧୀମା ଅର୍ଥବ୍ୟବସ୍ଥା ଅସ୍ଥାୟୀ - ଡାଭୋସ ବିଶ୍ବ ଅର୍ଥନୈତିକ ସମ୍ମିଳନୀ

ଭାରତୀୟ ଅର୍ଥବ୍ୟବସ୍ଥା ସୁଦୃଢ ନେଇ ଆଇଏମଏଫ ପ୍ରମୁଖଙ୍କ ବିଶ୍ବାସ । ଆଗକୁ ସ୍ଥିତି ସୁଧାରିବା ଆଶା ରହିଛି । ଏଥିସହ ଅଭିବୃଦ୍ଧି ମଧ୍ୟ ଗତିଶୀଳ ହେବ ।

growth slowdown in india temporary imf chief
ଜର୍ଜିୟେବାଙ୍କ ବିଶ୍ବାସ, ଭାରତରେ ଧୀମା ଅର୍ଥବ୍ୟବସ୍ଥା ଅସ୍ଥାୟୀ
author img

By

Published : Jan 24, 2020, 7:14 PM IST

ଡାଭୋସ: ଭାରତରେ ଧୀମା ଅର୍ଥବ୍ୟବସ୍ଥା ଅସ୍ଥାୟୀ । ଆଗାମୀ ଦିନରେ ଏଥିରେ ସୁଧାର ନେଇ ଆଶା ରହିଛି । ଅନ୍ତରାଷ୍ଟ୍ରୀୟ ମୁଦ୍ରା କୋଷ(ଆଇଏମଏଫ)ର ପ୍ରମୁଖ କ୍ରିଷ୍ଟଲୀନା ଜର୍ଜିୟେବାଙ୍କ ଏଭଳି ବୟାନ ଦେଶକୁ ଆଶ୍ବସ୍ତି ଦେଇଛି ।

ଭାରତରେ ଧୀମା ଅର୍ଥବ୍ୟବସ୍ଥା ଅସ୍ଥାୟୀ

ଡାଭୋସ ବିଶ୍ବ ଅର୍ଥନୈତିକ ସମ୍ମିଳନୀ(WEF )2020ରେ ଜର୍ଜିୟେବା କହିଛନ୍ତି ଯେ, 2019 ଅକ୍ଟୋବରରେ ଯେବେ ଆଇଏମଏଫ ପକ୍ଷରୁ ବିଶ୍ବ ଆର୍ଥିକ ଦୃଶ୍ୟପଟ୍ଟର ଘୋଷଣା କରାଯାଇଥିଲା, ତା ତୁଳନାରେ 2020 ଜାନୁଆରୀର ସୁଦ୍ଧା ସ୍ଥିତି ସୁଧୁରିଛି । ଦୁନିଆରେ ସକାରାତ୍ମକ ସଙ୍କେତ ଦେଖା ଦେଇଛି ।

ସେ କହିଛନ୍ତି ଯେ, ସ୍ଥିତିକୁ ସକରାତ୍ମକ କରିଥିବା କାରକ ମଧ୍ୟରେ ଆମେରିକା ଓ ଚୀନ ମଧ୍ୟରେ ହୋଇଥିବା ପ୍ରଥମ ପର୍ଯ୍ୟାୟ ବ୍ୟାପାର ବୁଝାମଣା ଏବଂ କର ହ୍ରାସ ସାମିଲ ରହିଛି ।

Intro:Body:

BLANK FOR  LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.