ETV Bharat / business

‘ଅର୍ଥନୀତିକୁ ଭିଟାମିନ ଦେବାକୁ ଚାଲିଛି ପ୍ରସ୍ତୁତି’ - ଏଚଟି ଲିଡରସିପ ସମ୍ମିଳନୀରେ ଅର୍ଥମନ୍ତ୍ରୀ

ଅର୍ଥବ୍ୟବସ୍ଥାକୁ ଭିଟାମିନ ଦେବା ପାଇଁ କାମ ଚଳାଇଛନ୍ତି ସରକାର। ନୂଆ ଉପାୟ ଆପଣାଇ ଅର୍ଥନୀତିକୁ ଗତିଶୀଳ କରାଯିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି।

govt working on more measures to boost economy fm
‘ଅର୍ଥନୀତିକୁ ଭିଟାମିନ ଦେବାକୁ ଚାଲିଛି ପ୍ରସ୍ତୁତି’
author img

By

Published : Dec 7, 2019, 3:45 PM IST

ନୂଆଦିଲ୍ଲୀ: ଧୀମା ଅର୍ଥବ୍ୟବସ୍ଥାକୁ ଦ୍ରୁତ ଗତିଶୀଳ କରିବାକୁ ରଣନୀତି ପ୍ରସ୍ତୁତ କରୁଛନ୍ତି ସରକାର । ଦେଶ ମେରୁଦଣ୍ଡକୁ ପୁଣି ଥରେ ସୁଦୃଢ ପାଇଁ ଅଗଷ୍ଟ ଓ ସେପ୍ଟେମ୍ବରରେ ଏପରି ବହୁ ଯୋଜନା ମଧ୍ୟ ଲାଗୁ ହୋଇଛି। ଶନିବାର ଏଚଟି ଲିଡରସିପ ସମ୍ମିଳନୀରେ ଏନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି।

ଏଥି ସହ ସେ ନିଜ ବିବୃତ୍ତିରେ ଜଣାଇଛନ୍ତି ଯେ, ଅତିରିକ୍ତ ସରକାରୀ ବ୍ୟାଙ୍କର ଉପଭୋଗକୁ ପ୍ରୋତ୍ସାହନ ଓ ଋଣ କ୍ଷମତାକୁ ସମ୍ପ୍ରସାରଣ ପାଇଁ ଗତ 2 ମାସରେ ପାଖାପାଖି 5 ଲକ୍ଷ କୋଟି ଟଙ୍କାର ଡେଲିଭରି କରାଯାଇଛି।

ଅର୍ଥମନ୍ତ୍ରୀ ସୀତାରମଣ କହିଛନ୍ତି,‘ଏଭଳି ଭାବେ ପ୍ରତି ସେକ୍ଟରର କ୍ଷମତାକୁ ବୃଦ୍ଧି ପାଇଁ ପ୍ରତ୍ୟେକ୍ଷ ଭାବେ ବହୁ ଉପାୟ ଆପଣାଯାଉଛି। ଏଥିସହ ଭିତ୍ତିଭୂମ ସଂରଞ୍ଚନା ଉପରେ ଖର୍ଚ୍ଚ କରିବା ପ୍ରଣାଳୀକୁ ମଧ୍ୟ ଅବଲମ୍ବନ କରାଯାଉଛି। ଯାହା ଅନ୍ତତଃ ମୁଖ୍ୟ ଉଦ୍ୟୋଗ, ଶ୍ରମ ଆଦି ପର୍ଯ୍ୟନ୍ତ ପହଞ୍ଚିପାରିବ।’

ସେହିପରି ଜିଏସଟି ପ୍ରଣାଳୀରେ ଯଦି କିଛି ପରିବର୍ତ୍ତନ ଦରକାର, ତାହେଲେ ଜିଏସଟି ପରିଷଦ ସେ ନେଇ ନିର୍ଣ୍ଣୟ ନେବ ବୋଲି ଅର୍ଥମନ୍ତ୍ରୀ ଜଣାଇଛନ୍ତି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.