ETV Bharat / business

ସିବିଡିଟି ଓ ସିବିଆଇସି ମିଶ୍ରଣ ହେବନି : ଅର୍ଥ ମନ୍ତ୍ରାଳୟ

author img

By

Published : Jul 7, 2020, 3:18 PM IST

ସିବିଡିଟି ଓ ସିବିଆଇସିର ମିଶ୍ରଣ ନେଇ ସରକାର କୌଣସି ବିଚାର କରୁନାହାନ୍ତି । ଏ ନେଇ ସଷ୍ଟରୀକରଣ ଦେଇଛି ଅର୍ଥମନ୍ତ୍ରାଳୟ । ଅଧିକ ପଢନ୍ତୁ..

govt not considering merger of cbdt cbic finmin

ନୂଆଦିଲ୍ଲୀ: କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି) ଓ କେନ୍ଦ୍ରୀୟ ପରୋକ୍ଷ ଟିକସ ଏବଂ ସୀମା ଶୁଳ୍କ ବୋର୍ଡ(ସିବିଆଇସି) ମିଶ୍ରଣ କରାଯିବ ନାହିଁ । ଏ ନେଇ କୌଣସି ସରକାର କୌଣସି ବିଚାର କରିନାହାନ୍ତି । ଅର୍ଥମନ୍ତ୍ରାଣୟ ଏ ସମ୍ବନ୍ଧରେ ସ୍ପଷ୍ଟ କରି କହିଛି ।

ପାର୍ଥସାରଥୀ ସୋମଙ୍କ ଅଧ୍ୟକ୍ଷତାରେ କର ପ୍ରଶାସନ ସୁଧାର ଆୟୋଗ (ଟିଏଆରସି) ଏହି 2 ବୋର୍ଡର ବିଲୟ ନେଇ ପ୍ରସ୍ତାବ କରିଥିଲା । ଆୟୋଗ ଏ ନେଇ ସରକାରଙ୍କୁ 2016ରେ ପ୍ରସ୍ତାବ ଦେଇଥିଲା । ଏ ନେଇ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପରେ ଅର୍ଥମନ୍ତ୍ରାଳୟ ସ୍ପଷ୍ଟୀକରଣ ଦେଇଛି

ମନ୍ତ୍ରାଳୟ କହିଛି କି , ସରକାରଙ୍କ ପାଖରେ ସେଣ୍ଟ୍ରାଲ ବୋର୍ଡ ଅଫ ରେଭେନ୍ୟୁ ଆକ୍ଟ , 1963 ଅଧିନରେ ଗଠିତ ଉଭୟ ବୋର୍ଡର ମିଶ୍ରଣ ନେଇ କୌଣସି ପ୍ରସ୍ତାବ ନାହିଁ । ଏଥିସହ ମନ୍ତ୍ରାଳୟ କହିଛି କି, ଟିଏଆରସି ରିପୋର୍ଟକୁ ବିଚାର-ବିମର୍ଶ କରାଯାଇଥିଲା । ହେଲେ ମିଶ୍ରଣ ପରାମର୍ଶକୁ ସରକାର ସ୍ବୀକାର କରିନାହାନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.