ETV Bharat / business

ଲକଡାଉନ: 9.13 କୋଟି କୃଷକଙ୍କୁ ବଣ୍ଟନ ହୋଇଛି 18,253 କୋଟି ଟଙ୍କା

author img

By

Published : May 10, 2020, 12:16 AM IST

ପିଏମ-କିଶାନ ଯୋଜନା ଅଧିନରେ 9.13 କୋଟି କୃଷକଙ୍କୁ 18,253 କୋଟି ବଣ୍ଟନ ହୋଇଛି । ଶନିବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏ ନେଇ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ..

Govt disburses Rs 18,253 cr to 9.13 cr farmers under PM-KISAN scheme during lockdown
ପିଏମ କିଶାନ ଯୋଜନାରେ ଟଙ୍କା ଦେଲେ ସରକାର

ନୂଆଦିଲ୍ଲୀ: ସମଗ୍ର ଦେଶରେ ଲାଗୁ ଲକଡାଉନ ମଧ୍ୟରେ ପିଏମ-କିଶାନ ଯୋଜନା ଅଧିନରେ 913 କୋଟି କୃଷକଙ୍କୁ 18,253 କୋଟି ବଣ୍ଟନ ହୋଇଛି । ଶନିବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏ ନେଇ ସୂଚନା ଦେଇଛନ୍ତି ।

Govt disburses Rs 18,253 cr to 9.13 cr farmers under PM-KISAN scheme during lockdown
9.13 କୋଟି କୃଷକଙ୍କୁ ବଣ୍ଟନ ହୋଇଛି 18,253 କୋଟି ଟଙ୍କା

ସୀତାରମଣ କହିଛନ୍ତି ଯେ, ‘2020 ମାର୍ଚ୍ଚ ପରେ ଲକଡାଉନ ମଧ୍ୟରେ ସମଗ୍ର ଦେଶରେ 9.13 କୋଟି କୃଷକଙ୍କୁ ପିଏମ-କିଶା ଯୋଜନା ମାଧ୍ୟମାରେ 18,253 କୋଟି ଟଙ୍କା ପେମେଣ୍ଟ କରାଯାଇଛି । ପାଖାପାଖି 3 କୋଟି କୃଷକ ମୋଟ 4,22,113 କୋଟି ଟଙ୍କା କୃଷି ଋଣ କିସ୍ତି ପେମେଣ୍ଟ ନେଇ 3 ମାସ ରିଲିଫ ଲାଭ ଉଠାଇଛନ୍ତି ।

ପ୍ରଧାନମନ୍ତ୍ରୀ କିଶାନ ସମ୍ମାନ ନିଧି ଯୋଜନା ଜରିଆରେ 3ଟି କିସ୍ତିରେ ବାର୍ଷିକ 6,000 ଟଙ୍କା ପ୍ରତ୍ୟେକ କୃଷକଙ୍କ ଆକାଣ୍ଟକୁ ପଠାଇଦିଆଯାଏ । ଏହାର ପ୍ରଥମ କିସ୍ତିରେ ଦିଆଯାଇଥିବା ଟଙ୍କା ମାର୍ଚ୍ଚ 26ରେ ଘୋଷଣା ହୋଇଥିବା 1.70 ଲକ୍ଷ କୋଟି ଟଙ୍କାର ପ୍ରଧନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜର ଅନ୍ତର୍ଗତ ଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.