ETV Bharat / business

2018ରେ ଇକମର୍ସ ବିକ୍ରି 26 ଟ୍ରିଲିୟନ ଡଲାରରେ ପହଞ୍ଚିଥିଲା: UNCTAD - B2C

UNCTAD ଆକଳନ ଅନୁଯାୟୀ, 2018ରେ ଇ-କମର୍ସ ବିକ୍ରି (B2B and B2C)ର ବୈଶ୍ବିକ ମୂଲ୍ୟ ପାଖାପାଖୀ 26 ଟ୍ରିଲିୟନ ଡଲାର ଯାଏଁ ପହଞ୍ଚିଥିଲା । ଅଧିକ ପଢ଼ନ୍ତୁ...

UNCTAD
2018ରେ ଇକମର୍ସ ବିକ୍ରି 26 ଟ୍ରିଲିୟନ ଡଲାରରେ ପହଞ୍ଚିଥିଲା: UNCTAD
author img

By

Published : Apr 30, 2020, 10:34 PM IST

ନୂଆଦିଲ୍ଲୀ: ଇଲେକ୍ଟ୍ରୋନିକ ବାଣିଜ୍ୟର ଇ-ବାଣିଜ୍ୟ ମୂଲ୍ୟ ଆକଳନ ପାଇଁ ନୂତନ ପଦ୍ଧତି ଏକ ଚ୍ୟାଲେଞ୍ଜ ହୋଇ ରହିଛି । ଯଦିଓ ସରକାର ବର୍ତ୍ତମାନ ଇ-ବାଣିଜ୍ୟ ବିଷୟରେ ସୂଚନା ସଂଗ୍ରହ କରୁଛନ୍ତି, ତଥାପି ଏବେ ସୁଦ୍ଧା ବହୁ ଦେଶ ଏହି କ୍ଷେତ୍ରରେ ସରକାରୀ ପରିସଂଖ୍ୟାନ ରିପୋର୍ଟ ପ୍ରକାଶ କରୁନାହାନ୍ତି । ଆଉ ଯେଉଁମାନେ ଇ-ବାଣିଜ୍ୟ ମୂଲ୍ୟ ଉପରେ ତଥ୍ୟ ପ୍ରକାଶ କରୁଛନ୍ତି , ସେମାନେ ବେଳେବେଳେ ଅନ୍ତର୍ଜାତୀୟ ନିର୍ଦ୍ଦେଶାବଳୀ ଅନୁସରଣ କରୁନାହାନ୍ତି । ଯେଉଁଥିପାଇଁ ତଥ୍ୟ ପୁଣି ସଂଶୋଧିତ ହେଉଛି ।

ସାମ୍ପ୍ରତିକ ବିକାଶ ହିସାବକୁ ନେଲେ, UNCTAD ବିଶ୍ୱ ଇ-ବାଣିଜ୍ୟର ଆକଳନ ପାଇଁ ଏହାର ପଦ୍ଧତିକୁ ଅନୁଗ୍ରହଣ କରିଛି । ଏହି ପଦ୍ଧତିର ପରିବର୍ତ୍ତନ ସହ ଦେଶ ସେମାନଙ୍କ 2017 ତଥ୍ୟର ସଂଶୋଧିତ କରୁଛି । କାରଣ ଇ-ବାଣିଜ୍ୟ ଆକଳନ ହାର ଗତ ବର୍ଷ UNCTAD ଦ୍ୱାରା ପ୍ରକାଶିତ ଆକଳନ ସହିତ ସିଧାସଳଖ ତୁଳନାତ୍ମକ ନୁହେଁ ।

ବିଜେନସକୁ ବିଜନେସ (B2B)ମୂଲ୍ୟ ଅପେକ୍ଷା ବହୁ ଦେଶ ଗ୍ରାହକଙ୍କୁ ବିଜନେସ (B2C) ତଥ୍ୟ ପ୍ରକାଶ କରୁଛନ୍ତି ।

B2Cର ଅନୁପାତ ଆଧାରରେ ଗ୍ଲୋବାଲ ଇକମର୍ସ ବିକ୍ରି ଏଷ୍ଟିମେଟ କରାଯାଏ । ଏହା ମୋଟ ଇକମର୍ସ ତଥ୍ୟ ସହ ସେହି ଦେଶ ପାଇଁ ମୋଟ ଇକମର୍ସ, ଯାହା 2018ରେ ବିଶ୍ବ ଜିଡିପି 71 ପ୍ରତିଶତକୁ ପ୍ରତିନିଧିତ୍ବ କରିଛି ।

2018ରେ ଇ-କମର୍ସ ବିକ୍ରି 8 ପ୍ରତିଶତ ବୃଦ୍ଧି ହୋଇଥିଲା

UNCTAD ଆକଳନ ଅନୁଯାୟୀ, 2018ରେ ଇ-କମର୍ସ ବିକ୍ରି (B2B and B2C)ର ବୈଶ୍ବିକ ମୂଲ୍ୟ ପାଖାପାଖୀ 26 ଟ୍ରିଲିୟନ ଡଲାର ଯାଏଁ ପହଞ୍ଚିଥିଲା ।

ଏବେ ସୁଦ୍ଧା ଆମେରିକା ସବୁଠୁ ବଡ ଇ-କମର୍ସ ବଜାର ଭାବେ ବିଖ୍ୟାତ । ତେବେ ବୈଶ୍ବିକ B2Bର ମୂଲ୍ୟ 21 ଟ୍ରିଲିୟନ ଡଲାର ଥିଲା, ଯାହା ସମସ୍ତ ଇକମର୍ସର 83 ପ୍ରତିଶତକୁ ପ୍ରତିନିଧିତ୍ବ କରିଛୁ । ଯେଉଁଥିରେ ଅନଲାଇନ ମାର୍କେଟ ପ୍ଲାର୍ଟଫର୍ମ ଓ ଇଲେକ୍ଟ୍ରୋନିକ ଡାଟା ଇଣ୍ଟରଚେଞ୍ଜ ନେଣଦେଣ ଉଭୟରେ ବିକ୍ରି ସାମିଲ ରହିଛି ।

ଜିଡିପି ଓ B2C ସମ୍ପର୍କରେ ସବୁଠୁ ବଡ ହଙ୍ଗକଙ୍ଗ(ଚୀନ) ଏବଂ ବିଟ୍ରେନ । ଆଉ ସବୁଠୁ ଛୋଟ ଭାରତ , ବ୍ରାଜିଲ ଏବଂ ଋଷ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.