ETV Bharat / business

2022 ଅଗଷ୍ଟ 15 ସୁଦ୍ଧା ସରିବ ଦ୍ୱାରକା ଏକ୍ସପ୍ରେସୱେ ! - କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ

2022 ସ୍ୱାଧୀନତା ଦିବସ ପୂର୍ବରୁ ଦ୍ୱାରକା ଏକ୍ସପ୍ରେସୱେ ସମ୍ପୂର୍ଣ୍ଣ ହେବ ବୋଲି ଗଡକରୀ ଆଶା କରିଛନ୍ତି । ଅଧିକ ପଢନ୍ତୁ..

2022 ଅଗଷ୍ଟ 15 ସୁଦ୍ଧା ସରିବ ଦ୍ୱାରକା ଏକ୍ସପ୍ରେସୱେ !

author img

By

Published : Mar 5, 2021, 6:18 AM IST

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଅର୍ଥାତ 2022 ଅଗଷ୍ଟ 15 ସୁଦ୍ଧା ସରିବ ଦ୍ୱାରକା ଏକ୍ସପ୍ରେସୱେ । ଏନେଇ ଆଶା ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ । 8,662 ବ୍ୟୟ ଅଟକଳର ଏହି ବହୁ ପ୍ରତୀକ୍ଷୀତ ପ୍ରକଳ୍ପ କାମ ବର୍ଷ ବର୍ଷ ଧରି ଚାଲିଥିଲେ ବି ଏଯାଏଁ ଶେଷ ହୋଇନାହିଁ ।

ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ଦିଲ୍ଲୀର ଦ୍ୱାରକାରୁ ଗୁରୁଗ୍ରାମ ସହିତ ସଂଯୋଗ କରୁଥିବା 29 କିଲୋମିଟର ଏକ୍ସପ୍ରେସୱେରେ ଅଗ୍ରଗତି କାର୍ଯ୍ୟର ସମୀକ୍ଷା କରୁଥିଲେ । ଏହା ଭାରତ ପ୍ରଥମ ଗ୍ରେଡ୍ ସେପାରେଟେଡ ଅର୍ବାନ ଏକ୍ସପ୍ରେସୱେ । ଏହି ଏକ୍ସପ୍ରେସୱେର ବିଶେଷତ୍ବ କି ଏଥିରେ 4 ଲେବଲ କରାଯାଇଛି । ଯେଉଁଥିରେ ଟନଲ ଅଣ୍ଡରପାସ, ସଡକ ଏଲିୱେଡଟ ପ୍ଲାଇଓଭର ଓ ଫ୍ଲାଇଓଭରର ଉପର ଫ୍ଲାଉଓଭର କରାଯାଇଛି । ଦେଶର ପ୍ରଥମ 9 କିଲୋମିଟର ଲମ୍ବା 8 ଲେନ ଫ୍ଲାଏଓଭର ଏବଂ ଏହା ସହିତ 6 ଲେନ ସର୍ଭିସ ରୋଡ ମଧ୍ୟ ଏହି ଏକ୍ସପ୍ରେସୱେର ଏକ ଅଂଶ ।

ତେବେ ଭାରତମାଲା ପ୍ରକଳ୍ପ ଅଧୀନରେ ନିର୍ମିତ 8,662 କୋଟି ଟଙ୍କା ବ୍ୟୟର ଏହି ଏକ୍ସପ୍ରେସୱେ ଆସନ୍ତା ବର୍ଷ ସ୍ୱାଧୀନତା ଦିବସ ପୂର୍ବରୁ ଶେଷ ହେବ ବୋଲି ଗଡକରୀ ଆଶା ପ୍ରକଟ କରିଛନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.