ETV Bharat / business

ସଙ୍କଟ ମଧ୍ୟରେ ଉପରମୁହାଁ ବିଦେଶୀ ମୁଦ୍ରା ଭଣ୍ଡାର

author img

By

Published : Apr 23, 2021, 9:30 PM IST

ଏପ୍ରିଲ 16 ରେ ସମାପ୍ତ ସପ୍ତାହରେ 1.193 ଅରବ ଡଲାର ବଢି 582.406 ଅରବ ଡଲାରରେ ପହଞ୍ଚିଛି । ରିଜର୍ଭ ବ୍ୟାଙ୍କ ଶୁକ୍ରବାର ଜାରି ରିପୋର୍ଟରେ ଏ ନେଇ ଦର୍ଶାଯାଇଛି । ଅଧିକ ପଢନ୍ତୁ...

Forex reserves jump 1.193 billion dollar to 582.406 billion dollar : RBI data
ସଙ୍କଟ ମଧ୍ୟରେ ଉପରମୁହାଁ ବିଦେଶୀ ମୁଦ୍ରା ଭଣ୍ଡାର

ନୂଆଦିଲ୍ଲୀ: ପୁଣି ବଢିଲା ଦେଶର ବିଦେଶୀ ମୁଦ୍ରା ଭଣ୍ଡାର । ଏପ୍ରିଲ 16 ରେ ସମାପ୍ତ ସପ୍ତାହରେ 1.193 ଅରବ ଡଲାର ବଢି 582.406 ଅରବ ଡଲାରରେ ପହଞ୍ଚିଛି । ରିଜର୍ଭ ବ୍ୟାଙ୍କ ଶୁକ୍ରବାର ଜାରି ରିପୋର୍ଟରେ ଏନେଇ ଦର୍ଶାଯାଇଛି ।

ଏହା ପୂର୍ବ ସପ୍ତାହରେ ବିଦେଶୀ ମୁଦ୍ରା ଭଣ୍ଡାର 4.344 ଅରବ ଡଲାର ବଢି 581.213 ଅରବରେ ପହଞ୍ଚିଛି । ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ଏହା ପୂର୍ବରୁ 2021 ଜାନୁଆରୀ 29 ରେ 590.185 ଅରବ ଡଲାରର ସର୍ବକାଳୀନ ସ୍ତରରେ ପହଞ୍ଚିଥିଲା ।

ଏଥିରେ କୁହାଯାଇଛି କି 2021 ଏପ୍ରିଲ 16 ସମାପ୍ତ ସପ୍ତାହ ମଧ୍ୟରେ ବିଦେଶୀ ମୁଦ୍ରା ଭଣ୍ଡାରରେ ହୋଇଥିବା ବୃଦ୍ଧି ବିଶେଷ କରି ବିଦେଶୀ ମୁଦ୍ରା ବଢିବା ଦ୍ବାରା ହୋଇଥାଏ । ଏହା ବିଦେଶୀ ମୁଦ୍ରା ଭଣ୍ଡାରର ଏକ ପ୍ରମୁଖ ଅଂଶ ।

ସେହିଭଳି ସୁନାର ସଂରକ୍ଷିତ ଭଣ୍ଡା ଏହି ସମୟରେ 3.40 କୋଟି ଡଲାର ବଢି 35.354 ଅରବ ଡଲାରରେ ପହଞ୍ଚିଛି । ତଥ୍ୟରୁ ଏ ନେଇ ସୂଚନା ମିଳିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.