ETV Bharat / business

ବଜେଟ ପୂର୍ବରୁ ଅର୍ଥମନ୍ତ୍ରୀଙ୍କ ବିଶେଷ ବୈଠକ, ପ୍ରସ୍ତୁତ ହେଉଛି ରୂପରେଖ

author img

By

Published : Jan 15, 2020, 12:31 PM IST

Updated : Jan 15, 2020, 1:43 PM IST

ପ୍ରାକ ବଜେଟ ପ୍ରସ୍ତୁତି ବୈଠକ ଆରମ୍ଭ। ରାଜ୍ୟ ଅତିଥି ଭବନରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ ବସିଛି ବୈଠକ।

FM niranjan pujari to hold pre-Budget consultations with economists
ବଜେଟ ପୂର୍ବରୁ ଅର୍ଥମନ୍ତ୍ରୀଙ୍କ ବିଶେଷ ବୈଠକ , ପ୍ରସ୍ତୁତ ହେଉଛି ରୂପରେଖ

ଭୁବନେଶ୍ବର: ଫେବୃଆରୀ ଦ୍ବିତୀୟ ସପ୍ତାହରେ ବିଧାନସଭାରେ ଉପସ୍ଥାପିତ ହୋଇପାରେ ରାଜ୍ୟ ବଜେଟ। ଏଥିପାଇଁ ପ୍ରାକ ବଜେଟ ପ୍ରସ୍ତୁତି ବୈଠକ ଆରମ୍ଭ ହୋଇଛି। ବୁଧବାର ରାଜ୍ୟ ଅତିଥି ଭବନରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ ବସିଛି ବୈଠକ।

ଏହି ବୈଠକରେ ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ, ପ୍ରଫୁଲ୍ଲ ଘଡେଇ, ପୂର୍ବତନ ମୁଖ୍ୟ ଶାସନ ସଚିବ ଯୁଗଳ ମହାପାତ୍ର, ପୂର୍ବତନ ଉନ୍ନୟନ କମିଶନର ଉପେନ୍ଦ୍ର ନାଥ ବେହେରାଙ୍କ ସହ ବିଭିନ୍ନ ଅର୍ଥନୈତିକ ବିଶାରଦ ପ୍ରମୁଖ ଉପସ୍ଥିତ ଅଛନ୍ତି। ଏଠାରେ ବଜେଟ ରୂପରେଖ ନେଇ ଆଲୋଚନା ଚାଲିଛି।

ବଜେଟ ପୂର୍ବରୁ ଅର୍ଥମନ୍ତ୍ରୀଙ୍କ ବିଶେଷ ବୈଠକ, ପ୍ରସ୍ତୁତ ହେଉଛି ରୂପରେଖ

ଏହା ପୂର୍ବରୁ ବିଭାଗ ପକ୍ଷରୁ ଲୋକଙ୍କ ମତାମତ ମଗାଯାଇଥିଲା। ବର୍ତ୍ତମାନ ସୁଦ୍ଧା 15 ଶହରୁ ଊର୍ଦ୍ଧ୍ବ ମତାମତ ଆସିଥିବା ସୂଚନା ମିଳିଛି।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ପ୍ରାକ ବଜେଟ ପ୍ରସ୍ତୁତି ବୈଠକ ଆରମ୍ଭ ! ରାଜ୍ୟ ଅତିଥି ଭବନରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ ବସିଛି ବୈଠକ ! ବୈଠକରେ ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ, ପ୍ରଫୁଲ୍ଲ ଘଡେଇ,ପୂର୍ବତନ ମୁଖ୍ୟ ଶାସନ ସଚିବ ଯୁଗଳ ମହାପାତ୍ର,ପୂର୍ବତନ ଉନୟନ କମିଶନର ଉପେନ୍ଦ୍ର ନାଥ ବେହେରାଙ୍କ ସହ ବିଭିନ୍ନ ଅର୍ଥନୈତିକ ବିଶାରଦ ପ୍ରମୁଖ ଉପସ୍ଥିତ ଅଛନ୍ତି ! ବଜେଟ ର ରୂପରେଖ ନେଇ ଚାଲିବ ଆଲୋଚନା ! ଫେବୃଆରୀ ଦ୍ୱିତୀୟ ସପ୍ତାହରେ ବିଧାନସଭା ରେ ଉପସ୍ଥାପିତ ହୋଇପରେ ରାଜ୍ୟ ବଜେଟ ! ଏହା ପୂର୍ବରୁ ବିଭାଗ ତରଫରୁ ଲୋକଙ୍କର ମତାମତ ମଗା ଯାଇଥିଲା ! ବର୍ତମାନ ସୁଧା 15 ଶହ ରୁ ଉର୍ଧ୍ବ ମତାମତ ଆସିଥିବା ସୂଚନା ମିଳିଛି !Body:KConclusion:
Last Updated : Jan 15, 2020, 1:43 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.