ETV Bharat / business

ଆତ୍ମନିର୍ଭରଶୀଳ ଭାରତ ଅଭିଯାନ, ଆଜି ଏହି ସେକ୍ଟରମାନଙ୍କୁ ମିଳିଛି ବୁଷ୍ଟର - ରିୟଲଇଷ୍ଟେଟ

ପ୍ରତିଦିନ ବିଭିନ୍ନ ସେକ୍ଟରକୁ ନେଇ ସୂଚନା ଦିଆଯିବ । ଭାରତକୁ ଆତ୍ମନିର୍ଭରଶୀଳ କରିବା ପାଇଁ ପ୍ରୟାସ ଜାରି ରହିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।

finacial package
ଆତ୍ମନିର୍ଭରଶୀଳ ଭାରତ ଅଭିଯାନ
author img

By

Published : May 13, 2020, 7:50 PM IST

ନୂଆଦିଲ୍ଲୀ: 20 ଲକ୍ଷ କୋଟି ଟଙ୍କାର ମେଗା ପ୍ୟାକେଜ ନେଇ ଆଂଶିକ ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ସାମ୍ବାଦିକ ସମ୍ମିଳନୀ ଜରିଆରେ ଅର୍ଥମନ୍ତ୍ରୀ ପ୍ରଥମ ପର୍ଯ୍ୟାୟରେ କେଉଁ ସେକ୍ଟର ଓ କେଉଁ କାରବାରକୁ କଣ ମିଳିବ ସେ ନେଇ ସ୍ପଷ୍ଟ କରିଛନ୍ତି ।

ଏହି ପ୍ୟାକେଜ ଭାରତକୁ ଆତ୍ମନିର୍ଭରଶୀଳ କରିବା ସହ ଅର୍ଥନୀତିକୁ ବଳ ଦେବ । ତେବେ ଆଜିର ସାମ୍ବାଦିକ ସମ୍ମିଳନୀରେ ଏମଏସଏମଇ , ସ୍ବଳ୍ପ ବେତନଭୋଗୀ , ଆୟକରଦାତା , ରିୟଲଇଷ୍ଟେଟ ଶିଳ୍ପ ଓ ବିଦ୍ୟୁତ ବିତରଣ କମ୍ପାନୀଙ୍କ ପାଇଁ ରିଲିଫ ଫ୍ୟାକେଜର ଘୋଷଣା କରିଛନ୍ତି ।

ଅଧିକ ପଢନ୍ତୁ ...3 ମାସର EPF ଦେବେ ସରକାର

ଆଗକୁ କିଛି ଦିନ ଧରି ଏଭଳି ଅର୍ଥମନ୍ତ୍ରୀ ସାମ୍ବାଦିକ ସମ୍ମିଳନୀ ଜରିଆରେ 20 ଲକ୍ଷ କୋଟି ପ୍ୟାକେଜ ନେଇ ସୂଚନା ଦେବା ନେଇ ଜଣାଇଛନ୍ତି ।

ଆତ୍ମନିର୍ଭରଶୀଳ ଭାରତ ଭଳି ଭବ୍ୟ ଅଟ୍ଟାଳିକା ପାଇଁ 5ଟି ଦୃଢ ସ୍ତମ୍ବ ସମ୍ଭନ୍ଧରେ ମୋଦି ଦେଇଥିବା ଆହ୍ବାନକୁ ଦୋହରାଇ ଅର୍ଥମନ୍ତ୍ରୀ ଘୋଷଣା ଆରମ୍ଭ କରିଛନ୍ତି । ଏହି 5ଟି ସମ୍ବ ମଧ୍ୟରେ

ଅଧିକ ପଢନ୍ତୁ..ରିୟଲଇଷ୍ଟେଟକୁ ରିଲିଫ, ଠିକାଦାରଙ୍କୁ ମିଳିବ ଅଧିକ 6 ମାସ

ଅର୍ଥନୀତି , ଭିତ୍ତିଭୂମି, ବୈଷୟିକ ବ୍ୟବସ୍ଥା, ଜନସଂଖ୍ୟା ଓ ଆବଶ୍ୟକତା ରହିଛି । ଏହି 5ଟି ସମ୍ବ ଭାରତକୁ ଜାବୁଡି ରଖିବ ବୋଲି ରାଷ୍ଟ୍ର ଅର୍ଥମନ୍ତ୍ରୀ ଅନୁରାଗ ଠାକୁର ମଧ୍ୟ ଦର୍ଶାଇଛନ୍ତି ।

ଅଧିକ ପଢନ୍ତୁ..ଡିସକମ୍‌କୁ 90 ହଜାର କୋଟିର ଇଞ୍ଜେକ୍ସନ

ଆତ୍ମନିର୍ଭରଶୀଳ ଭାରତର ସଂଙ୍କଳ୍ପ ନେଇ ଜମି, ଶ୍ରମିକ, ଲିକ୍ୟୁଡିଟି, ଶ୍ରମ ଉପରେ ଫୋକସ ରହିଥିବା ନେଇ କୁହାଯାଇଛି । ପ୍ରବାସୀ ଶ୍ରମିକ, ଗରିବଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କା ପଠାଯିବ । ଏଥିସହ କୃଷି ପାଇଁ ପିଏମ ଫସଲ ବୀମା ଯୋଜନା, ପିଏମ କିଶାନ ଯୋଜନା ଜରିଆରେ ଲକଡାଉନ ସମୟରେ କୃଷକଙ୍କ ପାଖକୁ ଟଙ୍କା ପଠାଯାଇଛି । ଏଭଳି ଭାବେ ସାର୍ବଜନୀନ କ୍ଷେତ୍ରର ବ୍ୟାଙ୍କକୁ ଟଙ୍କା ଯୋଗାଇଛି । ଦେଶରେ ପିପିଇ ଭେଣ୍ଟିଲେଟରର ନିର୍ମାଣ ଚାଲିଛି । ସ୍ଥାନୀୟ ବ୍ରାଣ୍ଡକୁ ବିଶ୍ବ ବଜାରରେ ପରିଚୟ ଦିଆଯିବ ବୋଲି କୁହାଯାଇଛି ।

ଅଧିକ ପଢନ୍ତୁ..MSMEକୁ ବିନା ଗ୍ୟାରେଣ୍ଟିରେ 3 ଲକ୍ଷ କୋଟି ଋଣ

ପୂର୍ବରୁ ଘୋଷଣା ହୋଇଥିବା 1.7 ଲକ୍ଷ କୋଟି ଟଙ୍କାର ଗରିବ କଲ୍ୟାଣ ଯୋଜନା ସହ ଆରବିଆଇ ଘୋଷଣା କରିଥିବା ଲିକ୍ୟୁଡିଟି ମଧ୍ୟ ଏଙି ପ୍ୟାକେଜ ଅନ୍ତର୍ଭୁକ୍ତ ରହିଛ ।

ଅଧିକ ପଢନ୍ତୁ..ନଭେମ୍ବର 30କୁ ବଢିଲା ଆୟକର ରିଟର୍ଣ୍ଣ ଭରଣା ଅବଧି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.