ETV Bharat / business

22ରୁ ସୋସିଆଲ ମିଡିଆରେ ବୁଝନ୍ତୁ ବଜେଟ ଡିକ୍ସନାରୀ - budgetary terms

ଜାନୁଆରୀ 22 ସକାଳ 11ଟାରୁ ସୋସିଆଲ ମଡିଆରେ ବୁଝନ୍ତୁ ବଜେଟ ଡିକ୍ସନାରୀ। ଏହା ଜରିଆରେ ବଜେଟରେ ବ୍ୟବହୃତ କଠିନ ଶବ୍ଦକୁ ଅତି ସହଦଜରେ ଆପଣ ବୁଝିପାରିବେ। ଅଧିକ ପଢନ୍ତୁ...

Finance ministry to launch social media campaign on budgetary terms
22ରୁ ସୋସିଆଲ ମିଡିଆରେ ବୁଝନ୍ତୁ ବଜେଟ ଡିକ୍ସନାରୀ
author img

By

Published : Jan 20, 2020, 2:04 PM IST

ନୂଆଦିଲ୍ଲୀ: ବଜେଟରେ ବ୍ୟବହୃତ କଠିନ ଶବ୍ଦକୁ ସହଜରେ ବୁଝିବେ ସାଧାରଣ ଲୋକ। ଏହି ଲକ୍ଷ୍ୟରେ ଜାନୁଆରୀ 22ରୁ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସୋସିଆଲ ମିଡିଆରେ ଆରମ୍ଭ ହେବ ଅଭିଯାନ।

ମନ୍ତ୍ରଣାଳୟ #ଅର୍ଥଶାସ୍ତ୍ରୀ ( #ArthShastri) ଅଭିଯାନ ଅନୁଯାୟୀ ବଜେଟରେ ଉପଯୋଗ ହେଉଥିବା ବିଭିନ୍ନ ଆର୍ଥିକ ଶବ୍ଦାବଳୀକୁ ଆକର୍ଷଣୀୟ ଏନିମେସନ ଭିଡିଓ ସାହାଯ୍ୟରେ ସାଧାରଣ ଲୋକ ଓ ଛାତ୍ରଙ୍କୁ ବୁଝାଇବ। ଏହା ଫଳରେ ସେମାନେ ସମସ୍ତ ବଜେଟ ପ୍ରକ୍ରିୟାରୁ ସରଳ ଉପାୟରେ ବୁଝିପାରିବେ।

Finance ministry to launch social media campaign on budgetary terms
22ରୁ ସୋସିଆଲ ମିଡିଆରେ ବୁଝନ୍ତୁ ବଜେଟ ଡିକ୍ସନାରୀ

ଗତ ବର୍ଷ ମଧ୍ୟ ବଜେଟ ପୂର୍ବରୁ ଅର୍ଥମନ୍ତ୍ରଣାଳୟ ଏଭଳି ଭାବେ ଅଭିଯାନ ଚଳାଇଥିଲା। ଏନେଇ ମନ୍ତ୍ରଣାଳୟ ପକ୍ଷରୁ ଟ୍ବିଟ କରି କୁହାଯାଇଛି ଯେ, ଜିଜ୍ଞାସୁ ଛାତ୍ର ‘ଅର୍ଥ’ ନିଜ ପ୍ରଶ୍ନରେ ଭରିରହିଥିବା ବସ୍ତାନୀକୁ ପ୍ରଫେସର ଶାସ୍ତ୍ରୀଙ୍କ ଶ୍ରେଣୀରେ ଖୋଲୁଛି । ଦେଖାଯାଉଛି କି ଶାସ୍ତ୍ରୀ କିପରି ନିଜ ଜ୍ଞାନ ବଳରେ ଛାତ୍ର ପ୍ରଶ୍ନର ଉତ୍ତର ଦେଉଛନ୍ତି । ଜାନୁଆରୀ 22 ସକାଳ 11ଟାରୁ #ଅର୍ଥଶାସ୍ତ୍ରୀ ଶ୍ରେଣୀରେ ଆପଣ ଭାଗ ନେଇପାରିବେ।

ସେହିପରି ମନ୍ତ୍ରଣାଳୟ ବଜେଟ ପ୍ରତିଶ୍ରୁତି ଓ ତାହାକୁ ପୂରଣ ପାଇଁ ମଧ୍ୟ ଏକ ଅଭିଯାନ ଆରମ୍ଭ କରିଛି। ଏହାରୁ ‘#ଆମରଭରଷା ’ ଅନୁଯାୟୀ ଚାଲିବ । ଜାନୁଆରୀ 29ରୁ ଏହି 2 ଅଭିଯାନ ଚାଲିବ। ଆସନ୍ତା ଫେବୃଆରୀ ପହିଲାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ 2020-21 ଆର୍ଥିକ ବର୍ଷର ବଜେଟ ଉପସ୍ଥାପନ କରିବେ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.