ETV Bharat / business

ମେଦାନ୍ତ ହସ୍ପିଟାଲ ଏମଡିଙ୍କ ବିରୋଧରେ ମାମଲା ରୁଜୁ - ପିଏମଏଲଏ

ମନି ଲଣ୍ଡରିଂ ମାମଲାରେ ମେଦାନ୍ତ ହସ୍ପିଟାଲର ଏମଡି ନରେଶ ତ୍ରେହାନଙ୍କ ନାଁରେ ମାମାଲା ରୁଜୁ କରିଛି ଇଡି । ଅଧିକ ପଢନ୍ତୁ..

ED books Medanta Hospital MD Naresh Trehan in money laundering case
ମେଦାନ୍ତ ହସ୍ପିଟାଲର ଏମଡିଙ୍କ ବିରୋଧର ମାମଲା ରୁଜୁ
author img

By

Published : Jun 10, 2020, 8:21 PM IST

ନୂଆଦିଲ୍ଲୀ: ଜମି ଆବଣ୍ଟନ ସମ୍ଭନ୍ଧିତ ଏକ ମାମଲାରେ ମେଦାନ୍ତ ହସ୍ପିଟାଲର ପରିଚାଳନା ନିର୍ଦ୍ଦେଶକ(ଏମଡି) ନରେଶ ତ୍ରେହାନଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମାମଲା ରୁଜୁ କରିଛି । ପ୍ରିଭେନ୍ସନ ଅଫ୍ ମନି ଲଣ୍ଡରିଂ ଆକ୍ଟ (ପିଏମଏଲଏ) ଅଧିନରେ ଏହି ମାମଲା ରୁଜୁ ହୋଇଛି ।

ଅଧିକାରୀଙ୍କ ଅନୁସାରେ ,ଇକୋନୋମିକ୍ ଅଫେନ୍ସ ଗାର୍ଡ ଏହି ମାମଲାରେ PMLA ଅଧୀନରେ ତ୍ରେହାନ ଏବଂ ଅନ୍ୟ 15 ଜଣଙ୍କ ବିରୋଧରେ ମାମଲା ସମ୍ପର୍କରେ ଏକ ସୂଚନା ରିପୋର୍ଟ ଦାଖଲ କରିଛନ୍ତି ।

ଇଡିର ଜଣେ ଅଧିକାରୀ ବୁଧବାର କହିଛନ୍ତି କି, ଗୁରୁଗ୍ରାମ ପୋଲିସ ଦ୍ବାରା ଦାଏର ଏଫଆଇଆର ଆଧାରର ମାମଲା ରୁଜୁ କରାଯାଇଛି ।

ପ୍ରକାଶ ଯେ, ହସ୍ପିଟାଲର ଜମି ଆବଣ୍ଟନ ମାମଲାରେ ଶନିବାର ଗୁରୁଗ୍ରାମ ପୋଲିସ ନରେଶ ଓ ଅନ୍ୟମାନଙ୍କ ବିରୋଧରେ ମନି ଲଣ୍ଡରିଂ, ଭ୍ରଷ୍ଟାଚାର, ଅପରାଧିକ ଷଡଯନ୍ତ୍ର, ଜାଲିଆତି ଏବଂ ବିଶ୍ୱାସଘାତକତାର ଅପରାଧିକ ମାମଲା ଦାଏର କରିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.