ETV Bharat / business

10 ବର୍ଷ ତଳକୁ ଖସିଛି ଆମେରିକାରେ ଚୀନର ପୁଞ୍ଜି ନିବେଶ

ଆମେରିକାରେ ଚୀନର ପ୍ରତ୍ୟକ୍ଷ ନିବେଶ 2018ରେ 5.4 ଅରବ ଡଲାରରୁ ହ୍ରାସ ପାଇଁ 2019ରେ 5 ଅରବ ଡଲାରରେ ରହିଛି । ଯାହାକି 2009 ମାନ୍ଦାବସ୍ଥା ପରେ ସର୍ବନିମ୍ନ । ଅଧିକ ପଢନ୍ତୁ..

chinas investment in us
10 ବର୍ଷ ତଳକୁ ଖସିଛି ଆମେରିକାରେ ଚୀନର ପୁଞ୍ଜି ନିବେଶ
author img

By

Published : May 12, 2020, 5:26 PM IST

ୱାସିଂଟନ: ଟ୍ରେଡ ୱାର ମଧ୍ୟରେ ଗତ ବର୍ଷ ଆମେରିକାରେ ଚୀନର ପ୍ରତ୍ୟକ୍ଷ ନିବେଶ ବିପୁଳ ପରିମାଣରେ ହ୍ରାସ ପାଇଛି । ଯାହାକି 2009 ଆର୍ଥିକ ମାନ୍ଦାବସ୍ଥା ପରଠୁ ସର୍ବନିମ୍ନ ସ୍ତର । ତେବେ କୋରୋନା ଭାଇରସ ମହାମାରୀ ଯୋଗୁଁ ବିଶ୍ବ ବ୍ୟାପାର ବନ୍ଦ ହେବା ପୂର୍ବରୁ ଏହି ହ୍ରାସ ଦେଖାଦେଇଛି ।

ଦୁନିଆର 2 ବଡ ଅର୍ଥବ୍ୟବସ୍ଥା ମଧ୍ୟରେ ବିବାଦ ଓ ବିଦେଶରେ ନିବେଶ ନେଇ ଚୀନ ସରକାରଙ୍କ ପ୍ରତିବନ୍ଧକ ଯୋଗୁଁ ଆମେରିକାରେ ବେଜିଂ ନିବେଶ କମିଛି । ଆମେରିକା-ଚୀନ ସମ୍ଭନ୍ଧରେ ରାଷ୍ଟ୍ରୀୟ ସମିତି ଓ ରୋଡିୟମ ଗ୍ରୁ କନ୍ସଲ୍ଟେନ୍ସିର ସଦ୍ୟ ରିପୋର୍ଟ ମୁତାବକ, ଆମେରିକାରେ ଚୀନର ପ୍ରତ୍ୟକ୍ଷ ନିବେଶ 2018ରେ 5.4 ଅରବ ଡଲାରରୁ ହ୍ରାସ ପାଇଁ 2019ରେ 5 ଅରବ ଡଲାରରେ ରହିଛି । ଯାହାକି 2009 ମାନ୍ଦାବସ୍ଥା ପରେ ସର୍ବନିମ୍ନ ।

ପ୍ରତ୍ୟକ୍ଷ ନିବେଶରେ ମିଶ୍ରଣ, ଅଧିଗ୍ରହଣ ଓ କାର୍ଯ୍ୟାଳୟ ବା ଫେକ୍ଟ୍ରିରେ ନିବେଶ ସାମିଲ ରହିଛି । ହେଲେ ଏଥିରେ ସେୟାର କିମ୍ବା ବଣ୍ଡ କ୍ରୟ ଭଳି ଆର୍ଥିକ ନିବେଶ ସାମିଲ କରାଯାଇନଥାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.