ETV Bharat / business

ରାଜ୍ୟକୁ କେନ୍ଦ୍ରର ନିର୍ଦ୍ଦେଶ, ଜରୁରୀ ସାମଗ୍ରୀର ସୁନିଶ୍ଚିତ କରାଯାଉ

author img

By

Published : Apr 16, 2021, 11:00 PM IST

ଗତ ବର୍ଷ ଭଳି ପୁଣି ସମ୍ପୁର୍ଣ୍ଣ ଲକଡାଉନ ଭୟରେ ଆତଙ୍କିତ ଜନତା । ଏଣୁ ଜରୁରୀ ସାମଗ୍ରୀ ଗଚ୍ଛିତ ରଖିବାକୁ ଲୋକଙ୍କ ମଧ୍ୟରେ ହଟଚମଟ ମଚିଛି । ଆଉ ଏହାକୁ ଦେଖି କେନ୍ଦ୍ର ସରକାର ରାଜ୍ୟ ପାଇଁ ଜାରି କରିଛନ୍ତି ନିର୍ଦ୍ଦେଶାବଳୀ । ଅଧିକ ପଢନ୍ତୁ..

ରାଜ୍ୟକୁ କେନ୍ଦ୍ରର ନିର୍ଦ୍ଦେଶ, ଜରୁରୀ ସାମଗ୍ରୀର ସୁନିଶ୍ଚିତ କରାଯାଉ
ରାଜ୍ୟକୁ କେନ୍ଦ୍ରର ନିର୍ଦ୍ଦେଶ, ଜରୁରୀ ସାମଗ୍ରୀର ସୁନିଶ୍ଚିତ କରାଯାଉ

ନୂଆଦିଲ୍ଲୀ: ଦେଶରେ କୋରୋନା ଭାଇରସ ମାମାଲା ବଢିଚାଲିଛି । ଏଥିସହ ଲକଡାଉନ- ସଟଡାଉନ ଶବ୍ଦ ବି ଅଧିକ ଶୁଣିବାକୁ ମିଳୁଛି । ଏଥିମଧ୍ୟରେ ଗତ ବର୍ଷ ଭଳି ପୁଣି ସମ୍ପୁର୍ଣ୍ଣ ଲକଡାଉନ ଭୟରେ ଆତଙ୍କିତ ଜନତା । ଏଣୁ ଜରୁରୀ ସାମଗ୍ରୀ ଗଚ୍ଛିତ ରଖିବାକୁ ଲୋକଙ୍କ ମଧ୍ୟରେ ହଟଚମଟ ମଚିଛି । ଆଉ ଏହାକୁ ଦେଖି କେନ୍ଦ୍ର ସରକାର ଏ ସମ୍ବନ୍ଧରେ ଲୋକଙ୍କୁ ଆଶ୍ବସ୍ତ କରିବା ସହ ରାଜ୍ୟକୁ ଜରୁରୀ ସାମଗ୍ରୀ ଉପଲବ୍ଧ ପାଇଁ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶକ ଦେଇଛି ।

ସଂକ୍ରମଣ ପ୍ରତିହିତ ପାଇଁ ଅନେକ ରାଜ୍ୟରେ କୋରୋନା କଟକଣା ପୁଣି ଲାଗୁ ହୋଇଛି । ନାଇଟ କର୍ଫ୍ୟୁ ସହ ସପ୍ତାହନ୍ତ ଲକଡାଉନ ଲାଗୁ କରାଯାଉଛି । ଏଣୁ ଲୋକମାନେ ଅଧିକ ରାସନ , ଅନ୍ୟାନ ସାମଗ୍ରୀ କିଣାକିଣି କରି ଘରେ ମହଜୁଦ କରିବାରେ ଲାଗିପଡିଛନ୍ତି । ଲୋକଙ୍କ ମଧ୍ୟରେ ଏହି ଭୟକୁ ଦୂର କରିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶାନାମା ଜାରି କରିଛନ୍ତି ।

ଟେନସନରେ ଲୋକ ଅଧିକ କ୍ରୟ ନ କରନ୍ତୁ ଏବଂ ଜରୁରୀ ଜିନିଷର ମୂଲ୍ୟ ବୃଦ୍ଧି ହେବ ନାହିଁ ବୋଲି ସୁନିଶ୍ଚିତ କରିବାକୁ ପଦକ୍ଷେପ ନେବାକୁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ କହିଛନ୍ତି । କୋଭିଡ -19 ସଂକ୍ରମଣର ବୃଦ୍ଧି ହେତୁ ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ନେଇ ଚିନ୍ତା ବଢୁଛି । ଏଣୁ ଏହି ଦୂନ୍ଦକୁ ଦୂର ପାଇଁ କେନ୍ଦ୍ର ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.