ETV Bharat / business

ବଜେଟ 2021-22: ବୀମା କ୍ଷେତ୍ରରେ FDI ବଢି ହେଲା 74 ପ୍ରତିଶତ - ବଜେଟ 2021 ଭାରତ

ବୀମା କ୍ଷେତ୍ରରେ ଏଫଡିଆଇ ବଢି 74 ପ୍ରତିଶତ ହୋଇଛି । ଅଧିକ ପଢନ୍ତୁ...

ବଜେଟ 2021-22
ବଜେଟ 2021-22
author img

By

Published : Feb 1, 2021, 6:40 PM IST

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ 2021-22 ବର୍ଷ ପାଇଁ ବଜେଟ ଆଗତ କରିଛନ୍ତି । ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ଅର୍ଥମନ୍ତ୍ରୀ ବହିଖାତା ବଦଳରେ ଡିଜିଟାଲରେ ବଜେଟ ଉପସ୍ଥାପନ ହୋଇଛି ।

ବିନିବେଶରେ ବଜେଟର ମୁଖ୍ୟାଂଶ:

  • ବୀମା କ୍ଷେତ୍ରରେ ଏଫଡିଆଇ 49 ପ୍ରତିଶତ ବଢି 74 ପ୍ରତିଶତରେ ପହଞ୍ଚିଛି
  • ସୁନା ଅଦଳବଦଳର ଆରମ୍ଭ
  • ସୌରଶକ୍ତି ନିଗମ ପାଇଁ 1000 କୋଟିର ବ୍ୟୟବରାଦ
  • ସରକାରୀ ବ୍ୟାଙ୍କ ପାଇଁ 2000 କୋଟି ଟଙ୍କା ବ୍ୟୟବରାଦ
  • ଏଆଇ ମେସିନ ଶିକ୍ଷାକୁ ପ୍ରୋତ୍ସାହନ ଦିଆଯିବ
  • ବଢିବ ବିନିବେଶ
  • ଆଇନରେ ଆସିବ ସଂଶୋଧନ
  • ବୁଡିଥିବା ଋଣକୁ ନେଇ ହେବ ମ୍ୟାନେଜମେଣ୍ଟ କମ୍ପାନୀ
  • ଆସନ୍ତା ବର୍ଷ ଅନେକ ପିଏସୟୁରୁ ହେବ ବିନିବେଶ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.