ETV Bharat / business

ମାର୍ଚ୍ଚ ତ୍ରୟମାସରେ 5,237 କୋଟି ଟଙ୍କା କ୍ଷତି ସହିଲା ଏୟାରଟେଲ

author img

By

Published : May 19, 2020, 11:18 PM IST

ଆର୍ଥକ ବର୍ଷ 2019-20 ମାର୍ଚ୍ଚ ତ୍ରୟମାସରେ ଦୂରସଞ୍ଚାର କମ୍ପାନୀ ଭାରତୀ ଏୟାରଟେଲର 5,237 କୋଟି ଟଙ୍କା କ୍ଷତି ହୋଇଛି । ଅଧିକ ପଢନ୍ତୁ...

bharti airtel reported a loss of rs 5237 crore in the march quarter
ମାର୍ଚ୍ଚ ତ୍ରୟମାସରେ 5,237 କୋଟି ଟଙ୍କା କ୍ଷତି ସହିଲା ଏୟାରଟେଲ

ନୂଆଦିଲ୍ଲୀ: ଆର୍ଥକ ବର୍ଷ 2019-20 ମାର୍ଚ୍ଚ ତ୍ରୟମାସରେ ଦୂରସଞ୍ଚାର କମ୍ପାନୀ ଭାରତୀ ଏୟାରଟେଲର 5,237 କୋଟି ଟଙ୍କା କ୍ଷତି ହୋଇଛି । ପୁରୁଣା ବକେୟା ବାବଦରେ ଅଧିକ ବ୍ୟୟବରାଦ ଯୋଗୁଁ ଏହି କ୍ଷତି ହୋଇଥିବା କମ୍ପାନୀ କହିଛି ।

ଆର୍ଥିକ ବର୍ଷ 2018-19ର ଏହି ତ୍ରୟମାସରେ କମ୍ପାନୀକୁ 107.2 କୋଟି ଟଙ୍କା ନିଟ ଲାଭ ହୋଇଥିଲା । କମ୍ପାନୀର ଇଣ୍ଟିଗ୍ରେଟେଡ୍ ରାଜସ୍ବ ଆଲୋଚ୍ୟ ତ୍ରୟମାସ ମଧ୍ୟରେ ପାଖାପାଖି 15 ପ୍ରତିଶତ ସୁଧାର ସହ 23,722.7 କୋଟି ଟଙ୍କା ରହିଛି । ଏହା 2018-19ର ସମାନ ତ୍ରୟମାସରେ 20,602.2 କୋଟି ଟଙ୍କା ରହିଥିଲା ।

କମ୍ପାନୀ 2020 ମାର୍ଚ୍ଚ 31ର ଅନ୍ତିମ ତ୍ରୟମାସ ମଧ୍ୟରେ 7,004 କୋଟି ଟଙ୍କା ଅଲଗାରେ ବ୍ୟବସ୍ଥା କରିଛି । ଏଥିରେ ଅଧିକାଂଶ ଭାଗ ଆଇନଗତ ବକେୟାକୁ ନେଇ ରହିଛି ।

ମାର୍ଚ୍ଚ 2020 ଶେଷ ହୋଇଥିବା ଆର୍ଥିକ ବର୍ଷରେ, ଏଭଳି ଭାବେ କମ୍ପାନୀକୁ 32,183.2 କୋଟି ଟଙ୍କା କ୍ଷତି ହୋଇଛି । ବର୍ଷରେ କମ୍ପାନୀର ମୋଟ ରାଜସ୍ବ 87,539 କୋଟି ଟଙ୍କା ଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.