ETV Bharat / business

ବ୍ୟାଙ୍କିଂ ସେକ୍ଟରକୁ ବଳବାନ କରିବ 2020

author img

By

Published : Dec 30, 2019, 5:22 PM IST

ବର୍ଷ 2020ରେ ବ୍ୟାଙ୍କିଂ ସେକ୍ଟର ହେବ ସୁଦୃଢ। ସରକାରଙ୍କ ଠାରୁ ଆରବିଆଇ କରୁଛନ୍ତି ପ୍ରୟାସ। ଅନାଦେୟ ଋଣ ଭାର ଭିତରେ ଚାପଗ୍ରସ୍ତ ବ୍ୟାଙ୍କିଂ ବ୍ୟବସ୍ଥାକୁ ପୁଣି ଥରେ ସୁଦୃତ କରିବାକୁ ଦିଆଯାଇଛି ଆର୍ଥିକ ପ୍ୟାକେଜ।

banking on revival mode in 2020
ବ୍ୟାଙ୍କିଙ୍ଗ ସେକ୍ଟର ବଳବାନ କରିବ 2020

ନୂଆଦିଲ୍ଲୀ: ଆର୍ଥିକ ପ୍ୟାକେଜ ଓ ନୂଆ ପଦକ୍ଷେପ ଏବଂ ସଂସ୍କାର ଯୋଗୁଁ ସୁଧୁରୁଛି ବ୍ୟାଙ୍କିଂ ସେକ୍ଟର। ଏହା ପୂର୍ବରୁ ଆଇଏଲଏଣ୍ଡଏଫଏସ(IL&FS) ଓ ପିଏମସସି ବ୍ୟାଙ୍କ ଘୋଟାଲା ପରେ ବ୍ୟାଙ୍କ ଓ ଅଣ-ବ୍ୟାଙ୍କିଂ ସେକ୍ଟର ତିଷ୍ଠି ରହିବାକୁ ସଂଘର୍ଷ କରୁଥିଲା।

ବହୁତ ବଡ ହାଉସିଂ ଫାଇନାନ୍ସ କମ୍ପାନୀର ସମ୍ପତ୍ତି ଅସନ୍ତୁଳନ କାରଣରୁ ବିପଦ ବଢି ଚାଲିଥିଲା। ଏହାର ପରିଣାମ ସ୍ବରୂପ ବ୍ୟାଙ୍କରୁ ଡାକଘର ପର୍ଯ୍ୟନ୍ତ ସାର୍ବଜନୀନ ସଞ୍ଚୟ ସବୁ ବୁଡିବାରେ ଲାଗିଲା। ଏଥିଯୋଗୁଁ ଚଳିତ ବର୍ଷ ଆର୍ଥିକ କ୍ଷେତ୍ରରେ ଭାରୀ ଉତ୍ଥାନ-ପତ୍ତନ ଦେଖିବାକୁ ମିଳିଛି। ହେଲେ Inbuilt flexibility କାରଣରୁ ବ୍ୟାଙ୍କ ଦ୍ରୁତ ଗତିରେ ବଜାର ସ୍ଥିତିକୁ ପ୍ରତ୍ୟାବର୍ତ୍ତନ କରିଛି।

ସାର୍ବଜନୀନ କ୍ଷେତ୍ରର ବ୍ୟାଙ୍କର ଋଣ ଭାର ବୃଦ୍ଧି, ସମ୍ପତ୍ତି ଗୁଣବତ୍ତା ହ୍ରାସ, ତ୍ବରିତ ସୁଧାରତ୍ମକ କାର୍ଯ୍ୟକାରୀ କିଛି ରାଷ୍ଟ୍ରାୟତ ବ୍ୟାଙ୍କରେ ଜାରି ରହିଛି। ଏହି ସବୁ ପ୍ରତିବନ୍ଧକରୁ ବାହାରି ଆଗକୁ ବଢିବା ପାଇଁ ହିତାଧିକାରକଙ୍କ ଦ୍ବାରା ଉଚିତ ରଣନୀତି ପ୍ରସ୍ତୁତ ହେଲା । ଏହା ପରେ ବ୍ୟାଙ୍କ ସ୍ଥିତି ସୁଧୁରୁଛି।

ଦୁର୍ବଳ ସୁଧ ଦର
2019 ଫେବୃଆରୀରେ ବହୁତ ବ୍ୟାଙ୍କ କମ ସୁଧ ଲାଗୁ କଲେ। ଏସବିଆଇ ଏଥିରେ ପ୍ରଥମ ରହିଥିଲା। ଯେଉଁଥିରେ ଖୁଚୁରା ଓ କିଛି ଅନ୍ୟ କ୍ଷୁଦ୍ର ଓ ସୀମାନ୍ତ ଋଣକୁ କମ କରୁଥିବା ରେପୋରେଟ ଦରକୁ ଯୋଡାଗଲା। କାରଣ ବ୍ୟାଙ୍କର ସର୍ବାଧିକ ସମ୍ପତ୍ତି ଜମା ଉପରେ ନିର୍ଭରଶୀଳ।

ଆରବିଆଇ ଅନୁସାରେ 1.35 ବେସିସ ପଏଣ୍ଟର ରେପୋରେଟ କମ କରାଯାଇଛି। ହାରାହାରି ଭାବେ 49 ଆଧାର ଅଙ୍କ କମିଛି। ଫ୍ରେଣ୍ଟ ଲୋଡେଡ ଦରରେ ହ୍ରାସ ପରେ , ଆରବିଆଇର ଏଣ୍ଟରପ୍ରିନିୟର୍ସଙ୍କୁ କମ ସୁଧରେ ଲାଭ ପ୍ରଦାନ କରିବା ପାଇଁ ବ୍ୟାଙ୍କକୁ ରାଜି କରାଯାଉଛି। ଜମା ବୃଦ୍ଧି ପରେ ବି କମ ଋଣ ନେବା କାରଣରୁ ବଜାରରେ ପ୍ରଚୁର ମାତ୍ରାରେ ଲିକ୍ୟୁଡିଟି ଅଛି।

Collaborative କ୍ରେଡିଟ ଗ୍ରୋଥ

ଆରବିଆଇ ପୂର୍ବରୁ ହିଁ ଖୁଚୁରା ଲ୍ୟାଣ୍ଡିଂ ଉପରେ ବ୍ୟାଙ୍କର ବଢୁଥିବା ବିପଦ ଉପରେ ସତର୍କତା ଅବଲମ୍ଭନ କରୁଛି। ଆଗାମୀ ଫୋକସ ମାଇକ୍ରୋ, ଏମଏସଏମଇ ଓ କୋର ସେକ୍ଟରକୁ ସହଯୋଗ କରୁଥିବା କୃଷି ସେକ୍ଟର ଉପରେ ରହିବ। ଏମଏସଏମଇ ଋଣ ପାଇଁ 2 ପ୍ରତିଶତ ସୁଧରେ ଋଣ ଦିଆଯାଉଛି।

ଡିଜିଟାଲ ବ୍ୟାଙ୍କିଙ୍ଗ
କମ ନଗଦ ସମାଜ ଓ ଅର୍ଥବ୍ୟବସ୍ଥାର ମାର୍ଗଦର୍ଶକ ସ୍ପଷ୍ଟ କରିଥାଏ ଡିଜିଟାଲ ବ୍ୟାଙ୍କିଂ ଅଭିବୃଦ୍ଧି। 2020 ଜାନୁଆରୀରୁ ସଞ୍ଚୟ ଖାତାରେ ରାଷ୍ଟ୍ରୀୟ ଇଲେକ୍ଟ୍ରୋନିକ ଫଣ୍ଡ ଟ୍ରାନ୍ସଫର ଓ ରିୟଲ ଟାଇମ ଟ୍ରସ ସେଟଲମେଣ୍ଟ ସିଷ୍ଟମ ମାଧ୍ୟମରେ ଅନଲାଇନ ପୋଷଣ କରିବା ବାସ୍ତବରେ ମହତ୍ତ୍ୱପୂର୍ଣ୍ଣ। ଏହା ଏବେ 24 ଘଣ୍ଟ ତ୍ବରିତ ନିଧି ଅନ୍ତରୀଣ ସୁବିଧା ଆଧାରରେ 24/7 ଉପଲବ୍ଧ କରିଥାଏ।

ଆରବିଆଇ ଏପରି ବହୁ ନିରନ୍ତର ସହଯୋଗ ଉପାୟ ସହ ଡିଜିଟାଲ ଭରଣକୁ ସହଜ ଓ ମଜବୁତ କରିବାକୁ କାମ କରୁଛି। 2020ରେ ସୁଦୃଢ ବ୍ୟାଙ୍କିଂ ସେବା ଓ ଡିଜିଟାଲ କେନ୍ଦ୍ରୀତ କରାଯିବ। ଦେବାଳିଆ ଆଇନ ବା ଆଇବିସି (ଇନସଲଭେନ୍ସି ଆଣ୍ଡ ବ୍ୟାଙ୍କରପସି କୋଡ) 2016କୁ ମୁଖ୍ୟଧାରାର ଋଣ ସମାଧାନ ପ୍ରଣାଳୀ ସହ ଏକତ୍ର କରାଯାଉଛି।

Intro:Body:

blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.