ETV Bharat / business

ହ୍ରିତିକଙ୍କ ଷ୍ଟାଇଲରେ ପିଆଜକୁ କଟାକ୍ଷ , ଫିଲ୍ମ ଅନ୍ଦାଜରେ ୟୁଜର୍ସ କଲେ ରିଟ୍ବିଟ

‘କହୋନା ପ୍ୟାଜ ହେ ’ । ହଁ ଠିକ ପଢିଲେ ଆଜ୍ଞା। ହିତ୍ରିକ ରୋଶନଙ୍କ ଫେମସ ଗୀତଟିକୁ ଆକାଶଛୁଆଁ ପିଆଜ ସହ ଯୋଡି ଟ୍ବିଟରେ ଛାଇଯାଇଛି ଅମୂଲ ।

Amul's new ad on onion price hike has a Hrithik Roshan twist
ଫଟୋ ସୌଜନ୍ୟ-@Amul_Coop
author img

By

Published : Dec 12, 2019, 4:29 PM IST

ନୂଆଦିଲ୍ଲୀ: ‘କହୋନା ପ୍ୟାଜ ହେ ’ । ହଁ ଠିକ ପଢିଲେ ଆଜ୍ଞା। ହିତ୍ରିକ ରୋଶନଙ୍କ ଫେମସ ଗୀତକୁ ଆକାଶଛୁଆଁ ପିଆଜ ସହ ଯୋଡି ଟ୍ବିଟରେ ଛାଇଯାଇଛି ଅମୂଲ । ଜାଣି ଆଶ୍ଚର୍ଯ୍ୟ ହେବେ ଏହି ବିଜ୍ଞାପନକୁ ପୋଷ୍ଟ କରିବାର ମାତ୍ର କେଇ ଘଣ୍ଟା ଭିତରେ 221 ରିଟ୍ବିଟ ଓ 1.5 ହଜାର ଲାଇକ ମିଳିସାରିଛି ।

Amul's new ad on onion price hike has a Hrithik Roshan twist
ଫିଲ୍ମ ଅନ୍ଦାଜରେ ରିଟ୍ବିଟ

ବିଜ୍ଞାପନରେ ନିଜର ପ୍ରାସଙ୍ଗିକତା ଓ ରଚନାତ୍ମକ ପାଇଁ ଅମୂଲ ପ୍ରଂଶସା ସାଉଁଟିଥାଏ । ଏଥର ଅମୂଲ ପିଆଜର ଚଢା ଦାମକୁ ନେଇ ସମାଲୋଚନା କରି ଲୋକଙ୍କୁ ଆକୃଷ୍ଟ କରୁଛି। ଏହି ବିଜ୍ଞାପନରେ ଅମୂଲର ଆଇକନିକ ଝିଅଟି ବସି ରହି 3ଟି ପିଆଜକୁ ଉପରକୁ ଫୋପାଡୁଥିବା ଦେଖାଦେଉଛି । ଏଥିସହ ଲେଖା ରହିଛି କି କହୋ ନା ପ୍ୟାଜ ହେ । ଆଉ ଏହା ତଳକୁ ଅମୂଲ ନିଜର ପକ୍ଷରୁ ଲେଖିଛି ଯେ, ‘‘ଅମୂଲ ଆପଣଙ୍କୁ କାନ୍ଦିବାକୁ ଦେବନାହିଁ । ’’

ବହୁ ଟ୍ବିଟର ୟୁଜର୍ସ ଏହା ଉପରେ ମଜା ନେଇ ବହୁ ଫିଲ୍ମ ଗୀତକୁ ଯୋଡି ଟ୍ବିଟ କରୁଛନ୍ତି । ‘‘ହର କିସୋ କୋ ନହି ମିଲତା, ୟହା ପ୍ୟାର ଜିନ୍ଦଗୀ ମେ ’’। ‘‘ପ୍ୟାର ଓ ପିଆଜ , 2ଟା ହିଁ ଲୁହ ଦେଇଥାଏ ’’। ପିଆଜ ମାଁଗା ହେ ତୁମ୍ହି ସେ ନା ଇନକାର କରୋ ’’ ଏଭଳି ଭାବେ ବହୁ ୟୁଜର୍ସ କ୍ୟାପ୍ସନ ଲେଖି ଏହି ଫଟୋଟିକୁ ଟ୍ବିଟ କରୁଛନ୍ତି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.