ETV Bharat / business

ଘରୋଇ ଉଡାଣ ସେବା ଆରମ୍ଭ ପାଇଁ ପ୍ରସ୍ତୁତ ଏୟାରଲାଇନ୍ସ - coronavirus pandemic

ଘରୋଇ ଉଡାଣ ପାଇଁ ସମସ୍ତ ସୁରକ୍ଷା ବ୍ୟବସ୍ଥା ସହ ପ୍ରସ୍ତୁତ ଏୟାରଲାଇନ୍ସ । ଗୋଏୟାର ବ୍ୟତିତ ସମସ୍ତ ଭାରତୀୟ ଏୟାରଲାଇନ୍ସ ମେ 25ରୁ ଉଡାଣ ପାଇଁ ବୁକିଂ ଆରମ୍ଭ କରିଦେଇଛନ୍ତି । ଅଧିକ ପଢନ୍ତୁ..

airlines prepare to resume domestic ops
ଘରୋଇ ଉଡାଣ ସେବା ଆରମ୍ଭ ପାଇଁ ପ୍ରସ୍ତୁତ ଏୟାରଲାଇନ୍ସ
author img

By

Published : May 22, 2020, 5:19 PM IST

ନୂଆଦିଲ୍ଲୀ: ଲକଡାଉନ ଯୋଗୁଁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ଘରୋଇ ଉଡାଣ ସେବା ସୋମବାର ଠାରୁ ଆରମ୍ଭ ହେବ । ଏଥିପାଇଁ ଏୟାରଲାଇନ୍ସ ସମ୍ପୁର୍ଣ୍ଣ ରୂପେ ତୟାର ରହିଛି ।

ଉଡାଣ ସୁରକ୍ଷିତ ସଞ୍ଚାଳନ ପାଇଁ ଚାଳକ ଗ୍ରୁପ ସଦସ୍ୟଙ୍କୁ ଫେସ ଶିଳ୍ଡ, ଗାଉନ ଭଳି ଘରୋଇ ସୁରକ୍ଷା ଉପାକରଣ ଯୋଗାଇଦିଆଯିବ । ଏଥିସହ ପ୍ରତି 24 ଘଣ୍ଟାରେ ବିମାନକୁ ଭଲ ଭାବେ ସଫା କରାଯିବ ।

ଦେଶର 24 ସହର ପାଇଁ ସ୍ବତନ୍ତ୍ର ଭାବେ କିଛି ସପ୍ତାହ ଯାଏଁ ବିମାନ ପରିଚାଳନା କରିବାକୁ ଶୁକ୍ରବାର ବିସ୍ତରା ଏୟାରଲାଇନ ସୂଚନା ଦେଇଛି । କମ୍ପାନୀ କହିଛି ଯେ, ଚାଳକ ଗ୍ରୁପକୁ ପ୍ରତି ସମୟରେ ମାସ୍କ ସହ ପିପିଇ ପିନ୍ଧିରଖିଥିଲେ ।

ତେବେ ଗୋଏୟାର ବ୍ୟତିତ ସମସ୍ତ ଭାରତୀୟ ଏୟାରଲାଇନ୍ସ ମେ 25ରୁ ଉଡାଣ ଆରମ୍ଭ କରିବେ । ଏଥିପାଇଁ ଟିକେଟ ବୁକିଂ ଆରମ୍ଭ କରିଦେଇଛନ୍ତି ।

ପ୍ରକାଶ ଯେ, କୋରୋନା ସଂକ୍ରମଣ ରୋକିବାକୁ ମାର୍ଚ୍ଚ 25ରୁ ଦେଶବ୍ୟାପି ଲଡକାଉନ ଜାରି ରହିଛି । ଆଉ ସେହିଦିନ ଠାରୁ ଯାତ୍ରା ବିମାନ ଉଡାଣ ବନ୍ଦ ଅଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.