ETV Bharat / business

କୋରୋନା ବିତ୍ପାତ: ଭାରତରେ 10 କୋଟି ଡଲାର ନିବେଶ କରିବ ଏଡିବି

author img

By

Published : Mar 30, 2020, 8:49 PM IST

କୋରୋନା ତାଣ୍ଡବରେ ଭୁଷୁଡିପଡୁଥିବା ଭାରତୀୟ ଅର୍ଥନୀତିକୁ ବୁଷ୍ଟର ଦେବା ପାଇଁ ଏଡିବି ଦେଶରେ 10 କୋଟି ଡଲାର ନିବେଶ କରିବ । ଅଧିକ ପଢନ୍ତୁ...

adb will invest 100 million dollar in indias infrastructure
କୋରୋନା ବିତ୍ପାତ : ଭାରତରେ 10 କୋଟି ଡଲାର ନିବେଶ କରିବ ଏଡିବି

ନୂଆଦିଲ୍ଲୀ: କୋରୋନା ସଙ୍କଟ ମଧ୍ୟରେ ଭାରତକୁ ଆଶ୍ବସ୍ତ କରିଛି ଏସିଆନ ଡେଭଲପମେଣ୍ଟ ବ୍ୟାଙ୍କ(ଏଡିବି)। ଦେଶର ଭିତ୍ତିଭୂମି ସରଞ୍ଚନାକୁ ସୁଦୃଢ ପାଇଁ 10 କୋଟି ଡଲାର ନିବେଶ କରିବ ଏଡିବି । ଏଥିପାଇଁ ସୋମବାର ଏଡିବି ସରକାରଙ୍କ ଦ୍ବାରା ପ୍ରବର୍ତ୍ତିତ ଏନଆଇଆଇଏଫ ମାଧ୍ୟମରେ ଏନେଇ ଘୋଷଣା କରିଛି ।

ଏହି ଟଙ୍କାକୁ ମନାଲି ସ୍ଥିତ ସଂସ୍ଥା ରାଷ୍ଟ୍ରୀୟ ନିବେଶ ଏବଂ ଭିତ୍ତିଭୂମି ପାଣ୍ଠି (NIIF)ରେ ନିବେଶ କରାଯିବ । ବାସ୍ତବରେ ଏହି ନିବେଶ ରାଶି 10 କୋଟି ଡଲାରରୁ ଅଧିକ ହେବ । ତେବେ ବର୍ତ୍ତମାନର ସଙ୍କଟଜନକ ପରିସ୍ଥିତିରେ ନିବେଶକ ଏହି ଘୋଷଣା ଭାରତ ପାଇଁ ଅତ୍ୟନ୍ତ ମହତ୍ବପୂର୍ଣ୍ଣ । କାରଣ ପୂର୍ବରୁ ହିଁ ଦେଶର ଅର୍ଥନୀତି ବିପର୍ଯ୍ୟସ୍ତ ହୋଇ ରହିଥିଲା । ଆଉ ଏବେ ପୁଣି କୋରୋନା ଅର୍ଥନୀତିକୁ କବଜା କରି ବସିଲାଣି ।

NIIF ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ Sujoy bose କହିଛନ୍ତି ଯେ ଏହି ଅସାଧାରଣ ଓ ଚ୍ୟାଲେଞ୍ଜିଙ୍ଗ ମୁହୂର୍ତ୍ତରେ ଏଡିବିର ପ୍ରତିବଦ୍ଧତା ବହୁତ ଗୁରୁତ୍ବପୂର୍ଣ୍ଣ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.