ETV Bharat / business

ଆଗାମୀ 50 ବର୍ଷ 5ଟି ବିମାନବନ୍ଦର ଉପରେ ଆଦାନୀର ରାଜ୍

5ଟି ବିମାନବନ୍ଦର ଉପରେ 50 ବର୍ଷ ରାଜ କରିବ ଏହି ଜଣାଶୁଣା କମ୍ପାନୀ । ଏହିସବୁ ବିମାନବନ୍ଦରର ପରିଚାଳନାର ଦାୟିତ୍ବଭାର ନେଇଛି ଆଦାନୀ ।

author img

By

Published : Feb 27, 2019, 9:43 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ଟ୍ବିଟର

ନୂଆଦିଲ୍ଲୀ: ବିଦ୍ୟୁତ ଓ ବନ୍ଦର ପରେ ବିମାନ ବନ୍ଦର ମଇଦାନକୁ ଓହ୍ରାଇଲା ଆଦାନି ଗ୍ରୁପ୍ । 5ଟି ବିମାନବନ୍ଦର ଉପରେ 50 ବର୍ଷ ରାଜ କରିବ ଏହି ଜଣାଶୁଣା କମ୍ପାନୀ । ଏହିସବୁ ବିମାନବନ୍ଦରର ପରିଚାଳନାର ଦାୟିତ୍ବଭାର ନେଇଛି ଆଦାନୀ ।

ସୂଚନା ମୁତାବକ, 6ଟି ବିମାନବନ୍ଦର ପରିଚାଳନା ପାଇଁ ସରକାରଙ୍କ ପକ୍ଷରୁ ନିଲାମ ଡକାଯାଇଥିଲା । ଏଥିମଧ୍ୟରୁ ଆଦାନୀ ଏକାକୀ 5ଟି ବିମାନ ବନ୍ଦର ବିଡର ବାଜି ମାରିନେଇଥିଲେ । ଏଥିମଧ୍ୟରେ ଅହମ୍ମଦାବାଦ, ଜୟପୁର, ମାଙ୍ଗାଲୋର, ଥିରୁଅନନ୍ତପୁରମ ଓ ଲକ୍ଷ୍ନୋ ବିମାନବନ୍ଦର ରହିଛି । 50 ବର୍ଷ ପାଇଁ ଏହି ବିମାନବନ୍ଦରର ପରିଚାଳନା ପାଇଁ ଟେଣ୍ଡର ନେଇଛି ଅଦାନୀ ।

ଏପରିକି ବିମାନବନ୍ଦର ପରିଚାଳନା କ୍ଷେତ୍ରରେ ନମ୍ବର ୱାନ ରହିଆସିଥିବା ଜିଏମାର ଗ୍ରୁପକୁ ମଧ୍ୟ ଆଦାନୀ ପଛରେ ପକାଇଦେଇଛି ।

ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ଦଳ ନିଜର ଗୋଟି ଚଲାନା ଆରମ୍ଭ କରିଛନ୍ତି ।ଦଳ ବଦଳ ନେଇ ଛକା ପଞ୍ଝା ଚାଲିଥିବା ବେଳେ ଆଜି ଅନୁଗୋଳ ଜିଲା ବିଜେଡିର ମିଶିଛନ୍ତି ଶତାଧିକ ଦଳିତ କର୍ମୀ ଓ ନେତା । ଆଜି ସନ୍ଧ୍ୟାରେ ଜିଲା କଳାକେନ୍ଦ୍ର ଠାରେ ବିଜେଡ଼ିର ମିଶ୍ରଣ ପର୍ବ  ଅନୁଷ୍ଠିତ ହୋଇ ଯାଇଥିଲା  ।ଜିଲା ସଂଗଠନ ଦାୟିତ୍ୱରେ ଥିବା ସ୍ୱାସ୍ତ୍ୟ ମନ୍ତ୍ରୀ ଜେନା ଙ୍କ ଉପସ୍ଥିତିରେ ଦଳ ମିଶିଥିଲେ ଦଳିତ ନେତାମାନେ। ମିଶ୍ରଣ ପର୍ବରେ ମନ୍ତ୍ରୀ ପ୍ରତାପ ଜେନା, ଙ୍କ ସହ ଅନୁଗୋଳ  ବିଧାୟକ ରଜନୀକାନ୍ତ ସିଂହ, ପାଲଲହଡ଼ା ବିଧାୟକ ମହେଶ ସାହୁ ଓ ଆଠମଲ୍ଲିକ ବିଧାୟକ ସଞ୍ଜୀବ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଜିଲା ଦଳିତ ମହାସଂଘର ସଭାପତି ରାଜକିଶୋର ନାଏକଙ୍କ ନେତୃତ୍ବରେ ଉପସଭାପତି ସୁରେନ୍ଦ୍ର ବେହେରା, ସମ୍ପାଦକ ବଳରାମ ଗୋଛାୟତ, କୋଷାଧ୍ୟକ୍ଷ ପ୍ରଦୀପ ଗୋଛାୟତଙ୍କ ସମେତ ଶତାଧିକ ସଦସ୍ୟ ବିଜେଡ଼ିରେ ମିଶିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବଛ ଓ ନିର୍ମଳ ଶାସନ ତଥା ବିଭିନ୍ନ ଯୋଜନାରେ ଗରିବ ମାନଙ୍କୁ ସହାୟତା ପ୍ରଦାନରେ ଆକର୍ଷିତ ହୋଇ ସେମାନେ ବିଜେଡ଼ିରେ ଯୋଗଦାନ କରିଥିବା କହିଥିଲେ । ଦଳର ସମସ୍ତ ନିୟମ ମାନି କାମ କରିବାକୁ ମଧ୍ୟ ସପଥ ନେଇଥିଲେ ।
ବାଇଟ1-ପ୍ରତାପ ଜେନା (ମନ୍ତ୍ରୀ)
ବାଇଟ2-ରାଜ କିଶୋର ନାଏକ (ଜିଲା ଦଳିତ ମହାସଂଘ ସଭାପତି)

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.