ETV Bharat / business

ଓଡିଶାରେ 1,169 କୋଟି ବ୍ୟୟରେ ସଡକ କରିବ ଆଦାନୀ ଗ୍ରୁପ - highway project

ଓଡିଶାରେ ସଡକ କରିବ ଆଦାନୀ । ଜାତୀୟ ରାଜପଥ ପ୍ରାଧିକରଣ (NHAI )ଠାରୁ 1,169.10 କୋଟି ଟଙ୍କା ରାଜପଥ ପ୍ରକଳ୍ପ ଅର୍ଡର ପାଇଛି କମ୍ପାନୀ । ଅଧିକ ପଢନ୍ତୁ..

ଓଡିଶାରେ 1,169 କୋଟି ବ୍ୟୟରେ ସଡକ କରିବ ଆଦାନୀ

author img

By

Published : Apr 2, 2021, 10:40 PM IST

ହାଇଦ୍ରାବାଦ: ଓଡିଶାର ହାଇୱେ ପ୍ରୋଜେକ୍ଟରେ କାମ କରିବ ଆଦାନୀ ଏଣ୍ଟରପ୍ରାଇଜେସ । ରାଜ୍ୟରେ ସଡକ ନିର୍ମାଣ ନେଇ ଜାତୀୟ ରାଜପଥ ପ୍ରାଧିକରଣ (NHAI )ଠାରୁ 1,169.10 କୋଟି ଟଙ୍କା ରାଜପଥ ପ୍ରକଳ୍ପ ହାସଲ କରିଛି କମ୍ପାନୀ । ଶୁକ୍ରବାର ଏ ନେଇ କମ୍ପାନୀ କହିଛି । ଏହି ଚୁକ୍ତି ଆଦାନୀ ଏଣ୍ଟରପ୍ରାଇଜେସ୍ ର ସମ୍ପୂର୍ଣ୍ଣ ମାଲିକାନା ସହାୟକ କମ୍ପାନୀ ଆଦାନୀ ରୋଡ୍ ଟ୍ରାନ୍ସପୋର୍ଟ ଲିମିଟେଡ (ARTL) ପାଇଛି ।

ବମ୍ବେ ଷ୍ଟକ ଏକ୍ସଚେଞ୍ଜକୁ ଦେଇଥିବା ସୂଚନାରେ କମ୍ପାନୀ କହିଛି କି , ARTL କୁ ଓଡିଶାରେ ରାୟପୁର- ବିଶାଖାପାଟନାମ ଇକୋନୋମିକ କରିଡର ଅଧିନରେ ଜାତୀୟ ରାଜପଥ ନମ୍ବର 130-ସିଡି ରୋଡର କର୍କି ବିଭାଗ ଅଧୀନରେ ଛଅ ଲେନ ବାଦାକୁମାରୀର (Badakumari ) ବିକାଶ ପାଇଁ ପ୍ରକଳ୍ପ ଆବଣ୍ଟନ ପତ୍ର ମିଳିଛି । ଏହି ପ୍ରକଳ୍ପ କମ୍ପାନୀଙ୍କୁ HAM (ହାଇବ୍ରିଡ୍ ଆନ୍ୟୁଟି ମୋଡ୍) ଅଧୀନରେ ପୁରସ୍କୃତ କରାଯାଇଛି ।

କମ୍ପାନୀ କହିଛି ଯେ ଏହାର ବିଡ ପ୍ରୋଜେକ୍ଟ ମୂଲ୍ୟ 1,169.10 କୋଟି ଏବଂ ନିର୍ମାଣ ଅବଧି ଦୁଇ ବର୍ଷ ଅଟେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.