ETV Bharat / budget-2019

ବଜେଟ ପୂର୍ବରୁ ବଳବାନ ବଜାର, 40 ହଜାର ଡେଇଁଲା ସେନସେକ୍ସ

ବଜେଟ ପୂର୍ବରୁ ସେୟାର ବଜାରରେ ଉତ୍ସାହର ମାହୋଲ । ଦ୍ବିତୀୟ ଥର ସେନସେକ୍ସ ଟପିଲା 40 ହଜାର ।

author img

By

Published : Jul 5, 2019, 10:42 AM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ବଜେଟ ପୂର୍ବରୁ ଉପରମୁହାଁ ସେୟାର ରେଖା । ଦ୍ବିତୀୟ ଥର ପାଇଁ 40 ହଜାର ଟପିଲା ସେନସେକ୍ସ । ଅପେକ୍ଷା ବଜେଟ ପରେ କଣ ରହିବ ମାର୍କେଟ ରୂପରେଖ ?

ବମ୍ବେ ଷ୍ଟକ ଏକ୍ସଚେଞ୍ଜର 30 ସେୟାର ଉପରେ ଆଧାରିକ ସେନସେକ୍ସ ଆଜି କାରବାର ଆରମ୍ଭରୁ 100 ପଏଣ୍ଟ ଉଠି 40 ହଜାର ଡେଇଁଛି । ନିର୍ବାଚନ ଫଳାଫଳ ପରେ ଏହା ଦ୍ବିତୀୟ ଥର, ଯେଉଁ ସମୟରେ କି ସେନସେକ୍ସ 40 ହଜାର ପାର କରି ରେକର୍ଡ କରିଛି ।

ଆଜି ମୋଦି ସରକାରଙ୍କ ଦ୍ବିତୀୟ ପାଳିର ପ୍ରଥମେ ବଜେଟ । ଦେଶର ପ୍ରଥମ ପୂର୍ଣ୍ଣକାଳୀନ ମହିଳା ଅର୍ଥମନ୍ତ୍ରୀ ନିର୍ମଳା ସାତାରମଣ ରଖିବେ ଚଳିତ ଆର୍ଥିକ ବର୍ଷର ଆୟବ୍ୟୟ ଅଟକଳର ହିସାବ । ପ୍ରଥମ ଥର ବ୍ରିଫକେଶ ବଦଳରେ 4 ଫର୍ଦ୍ଦର ନାଲି କପଡା ଭିତରେ ରହିଛି 130 କୋଟି ଜନତାଙ୍କ ଆଶା-ଆଶଙ୍କା ।

Intro:Body:

BLANK

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.