ETV Bharat / briefs

ଲକ୍ ଡାଉନକୁ ନେଇ ସଚେତନ ନାହାଁନ୍ତି ଗ୍ରାମବାସୀ, ଦେଖନ୍ତୁ ରିପୋର୍ଟ...

କୋରୋନା ସଂକ୍ରମଣକୁ ରୋକିବା ପାଇଁ ସରକାରଙ୍କ ୨୧ ଦିନିଆ ଲକଡାଉନର ଘୋଷଣା । ଉଦ୍ଦେଶ୍ୟ ସାମାଜିକ ଦୂରତ୍ୱକୁ ବଜାୟ ରଖି କୋଭିଡ-୧୯ ଭୂତାଣୁକୁ ପ୍ରତିହତ କରିବା । ମାତ୍ର ଏହି ଗ୍ରାମାଞ୍ଚଳରେ ସାମାଜିକ ଦୂରତ୍ୱକୁ ଲୋକେ ମାନୁ ନାହାନ୍ତି ।

villagers are not aware about covid-19
ଲକ୍ ଡାଉନକୁ ନେଇ ସଚେତନ ନାହାଁନ୍ତି ଏହି ଗ୍ରାମବାସୀ
author img

By

Published : Apr 2, 2020, 1:12 PM IST

Updated : Apr 2, 2020, 5:36 PM IST

ଭବାନୀପାଟଣା: କୋରୋନା ସଂକ୍ରମଣକୁ ରୋକିବା ପାଇଁ ସରକାରଙ୍କ ୨୧ ଦିନିଆ ଲକଡାଉନର ଘୋଷଣା । ଉଦ୍ଦେଶ୍ୟ ସାମାଜିକ ଦୂରତ୍ୱକୁ ବଜାୟ ରଖି କୋଭିଡ-୧୯ ଭୂତାଣୁକୁ ପ୍ରତିହତ କରିବା । ଏନେଇ କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ସାଧାରଣ ଲୋକଙ୍କୁ ସଚେତନ ପାଇଁ ଆଶା କର୍ମୀ, ଅଙ୍ଗନବାଡ଼ି, ପୋଷ୍ଟର ଓ ଡାକବାଜି ଯନ୍ତ୍ର ଯୋଗେ ସଚେତନତାର ପଦକ୍ଷେପ ନିଆଯାଉଛି ।

ଲକ୍ ଡାଉନକୁ ନେଇ ସଚେତନ ନାହାଁନ୍ତି ଏହି ଗ୍ରାମବାସୀ

ମାତ୍ର ଏଠି ଗ୍ରାମାଞ୍ଚଳରେ ସାମାଜିକ ଦୂରତ୍ୱକୁ ଲୋକେ ମାନୁନାହାଁନ୍ତି । ଗାଁ ଗଛ ମୂଳେ କିଏ ରୁଣ୍ଡ ହୋଇ ତାସ ଖେଳୁଛି ତ ଆଉ କିଏ ମିଳିମିଶି ପୋଖରୀରେ ଗାଧୋଉଛି । ତ ଆଉ କେଉଁଠି ସଂଘବଦ୍ଧ ହୋଇ ପୋଖରିରୁ ମାଛ ଧରୁଛନ୍ତି । ଏ ଦୃଶ୍ୟ ହେଉଛି ସଦର ବ୍ଲକ ଦୂଆରଶୁନୀ ପଞ୍ଚାୟତର । ଏନେଇ ଆମେ କିଛି ଯୁବକଙ୍କ ସହ କରୋନା ସଂକ୍ରମଣର କାରଣ ଓ ନିରାକରଣ ସହ ଏହାର ଭୟାବହତା ସଂପର୍କରେ ଆଲୋଚନା କରିଥିଲୁ ଶୁଣନ୍ତୁ ତାଙ୍କର ଉତ୍ତର ।

କଳାହାଣ୍ଡିରୁ ଅଜିତ୍ ସିଂ, ଇଟିଭି ଭାରତ

Last Updated : Apr 2, 2020, 5:36 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.