ETV Bharat / briefs

ବିଜୟ ହଜାରେ ଟ୍ରଫି: ଓଡିଶାକୁ 256 ରନ୍‌ର ଟାର୍ଗେଟ ଦେଲା ବିହାର - ଶାନ୍ତନୁ

ବିଜୟ ହଜାରେ ଟ୍ରଫିରେ ଆଜି ଓଡିଶା-ବିହାର ମୁହାଁମୁହିଁ । ଓଡିଶା ବିପକ୍ଷରେ ଟସ୍‌ ଜିତି ପ୍ରଥମେ ବିହାର ବ୍ୟାଟିଂ କରିଥିଲା। ଦଳ ନିର୍ଦ୍ଧାରିତ ଓଭରରେ 7 ଓ୍ବିକେଟ ହରାଇ 255ରନ୍‌ କରିଥିଲା ।

ବିଜୟ ହଜାରେ ଟ୍ରଫି: ଓଡିଶାକୁ 256ରନ୍‌ର ଟାର୍ଗେଟ ଦେଲା ବିହାର

author img

By

Published : Feb 26, 2021, 1:39 PM IST

ବେଙ୍ଗାଲୁରୁ: ବିଜୟ ହଜାରେ ଟ୍ରଫିରେ ଆଜି ଓଡିଶା-ବିହାର ମୁହାଁମୁହିଁ । ଓଡିଶା ବିପକ୍ଷରେ ଟସ୍‌ ଜିତି ପ୍ରଥମେ ବିହାର ବ୍ୟାଟିଂ କରିଥିଲା। ଦଳ ନିର୍ଦ୍ଧାରିତ ଓଭରରେ 7 ଓ୍ବିକେଟ ହରାଇ 255 ରନ୍‌ କରିଥିଲା ।

ତେବେ ଓଡିଶାର ଅଧିନାୟକ ଶାନ୍ତନୁ ସର୍ବାଧିକ 3ଟି ଓ୍ବିକେଟ ନେଇଥିବାବେଳେ ସୂର୍ଯ୍ୟକାନ୍ତ, ରାଜେଶ 2ଟି ଲେଖାଏଁ ଓ୍ବିକେଟ ହାତେଇଛନ୍ତି ।

ବିହାର ପକ୍ଷରୁ ବାବୁଲ ସର୍ବାଧିକ 78ରନ୍‌ କରିଥିବାବେଳେ ଏସ୍‌ ଗନି 48, ମହାରୁରୁ 38, ରାଠୋର 27, ବିକାଶ 20, ଏ ରାଜ୍‌ 22ରନ୍‌ କରିଛନ୍ତି । ସୂଚନାଥାଉକି, ଓଡିଶା କ୍ରମାଗତ 3ଟି ମ୍ୟାଚରେ ପରାସ୍ତ ହୋଇଛି ।

ଓଡିଶା ଚୂଡାନ୍ତ ଏକାଦଶ: ସନ୍ଦୀପ ପଟ୍ଟନାୟକ, ଶୁଭ୍ରାଂଶୁ ସେନାପତି, ଶାନ୍ତନୁ ମିଶ୍ର (ଅଧିନାୟକ), ଅଙ୍କିତ ଯାଦବ, ସୌରଭ କୋନଜିଆ, ପ୍ରବୀଣ ଲୁହା(ଓ୍ବିକେଟକିପର), ସୂର୍ଯ୍ୟକାନ୍ତ ପ୍ରଧାନ, କ୍ରାର୍ତ୍ତିକ ବିଶ୍ବାଳ, ରାଜେଶ ମହାନ୍ତି, ହରଷିତ ରାଥୋଡ

ବିହାର ଚୂଡାନ୍ତ ଏକାଦଶ: ଏସ୍‌ ଗନି, ବାବୁଲ କୁମାର, ରିଷଭ, ମଙ୍ଗଲ, ବିକାଶ ରଞ୍ଜନ(ଓ୍ବିକେଟକିପର), ଅଶୁତୋଷ ଅମନ(ଅଧିନାୟକ), ଅନୁଜ, ଅପୂର୍ବ ଆନନ୍ଦ, ଶଶିମ୍ ରାଠୋର, ସବିର ଖାନ୍‌, ରାହୁଲ କୁମାର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.