ETV Bharat / briefs

ଡାକ୍ତରଖାନାଗୁଡ଼ିକରେ ପୁନଃ ଓପିଡି ଖୋଲିବାକୁ ୟୁପି ସରକାରଙ୍କ ନିଷ୍ପତ୍ତି

author img

By

Published : Jun 17, 2020, 1:00 PM IST

ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର (ପିଏଚସି), ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (CHC) ଏବଂ ରାଜ୍ୟର ଘରୋଇ ଡାକ୍ତରଖାନାଗୁଡ଼ିକରେ ଓପିଡି ଖୋଲିବାକୁ ଉତ୍ତରପ୍ରଦେଶ ସରକାର ନିଷ୍ପତ୍ତି ନେଇଛନ୍ତି। କୋରୋନା ଭାଇରସର ବିସ୍ତାରକୁ ରୋକିବାକୁ ପାଇଁ ଓପିଡିକୁ ବନ୍ଦ କରି ଦିଆ ଯାଇଥିଲା । ଅଧିକ ପଢନ୍ତୁ...

ଘରୋଇ ଡାକ୍ତରଖାନାଗୁଡ଼ିକରେ ପୁନଃ ଓପିଡି ଖୋଲିବାକୁ ୟୁପି ସରକାରଙ୍କ ନିଷ୍ପତ୍ତି

ଲକ୍ଷ୍ନୌ: ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର (ପିଏଚସି), ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (CHC) ଏବଂ ରାଜ୍ୟର ଘରୋଇ ଡାକ୍ତରଖାନାଗୁଡ଼ିକରେ ଓପିଡି ଖୋଲିବାକୁ ଉତ୍ତରପ୍ରଦେଶ ସରକାର ନିଷ୍ପତ୍ତି ନେଇଛନ୍ତି। ଲକଡାଉନ କାରଣରୁ କୋରୋନା ଭାଇରସର ବିସ୍ତାରକୁ ରୋକିବାକୁ ପାଇଁ ଓପିଡିକୁ ବନ୍ଦ କରି ଦିଆଯାଇଥିଲା । ଉତ୍ତରପ୍ରଦେଶର ମୁଖ୍ୟ ଶାସନ ସଚିବ ଅମିତ ମୋହନ ପ୍ରସାଦ ଏହାକୁ ରାଜ୍ୟର ସମସ୍ତ ଜିଲ୍ଲା ଅଧିକାରୀ ଏବଂ ମୁଖ୍ୟ ଚିକିତ୍ସା ଅଧିକାରୀ (ସିଏମଓ) ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଓପିଡି ପୁନଃ ଆରମ୍ଭ ହେବା ସହିତ ରାଜ୍ୟ ସରକାର COVID-19 ରୋକିବା ପାଇଁ ଡାକ୍ତରଖାନାଗୁଡ଼ିକରେ ନିର୍ଦ୍ଦେଶନାମା ମଧ୍ୟ ଜାରି କରିଛନ୍ତି ।

@ ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.