ETV Bharat / briefs

କୋଭିଡ ସଂକ୍ରମଣ ବୃଦ୍ଧି, ବାତିଲ ହେଲା 3ଟି ସ୍ୱତନ୍ତ୍ର ଟ୍ରେନ - Covid's infection

କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ତିନୋଟି ସ୍ବତନ୍ତ୍ର ଟ୍ରେନକୁ ବାତିଲ କରାଯାଇଛି । କୋଭିଡ ସଂକ୍ରମଣ ବୃଦ୍ଧି ଦୃଷ୍ଟିରେ ରଖି ଏବଂ ଏହାର ସଂକ୍ରମଣକୁ ବନ୍ଦ କରିବା ପାଇଁ ରେଳବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି । ଅଧିକ ପଢନ୍ତୁ..

 ବାତିଲ ହେଲା 3ଟି ସ୍ୱତନ୍ତ୍ର ଟ୍ରେନ
ବାତିଲ ହେଲା 3ଟି ସ୍ୱତନ୍ତ୍ର ଟ୍ରେନ
author img

By

Published : Apr 29, 2021, 9:58 PM IST

ଭୁବନେଶ୍ବର: କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ତିନୋଟି ସ୍ବତନ୍ତ୍ର ଟ୍ରେନକୁ ବାତିଲ କରାଯାଇଛି । କୋଭିଡ ସଂକ୍ରମଣ ବୃଦ୍ଧି ଦୃଷ୍ଟିରେ ରଖି ଏବଂ ଏହାର ସଂକ୍ରମଣକୁ ବନ୍ଦ କରିବା ପାଇଁ ରେଳବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି । ପୂର୍ବ ତଟ ରେଳପଥ ପରିସୀମା ମଧ୍ୟରେ ତିନୋଟି ସ୍ବତନ୍ତ୍ର ଟ୍ରେନକୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବାତିଲ କରିବାକୁ ନିଷ୍ପତ୍ତି ହୋଇଛି । ନିମ୍ନରେ ଟ୍ରେନର ଗୁଡିକର ନାମ-

ବିଶାଖାପାଟନମ୍-ରାୟାଗଡା-ବିଶାଖାପାଟନମ୍ ବିଶେଷ ଟ୍ରେନ-

08508/08507 ବିଶାଖାପାଟନମ୍-ରାୟାଗଡା-ବିଶାଖାପାଟନମ୍ ସ୍ପେଶାଲ୍ ବିଶାଖାପାଟନମ୍ ଠାରୁ 30 ଏପ୍ରିଲ୍ ଏବଂ ରାୟାଗଡା ଠାରୁ 1 ମେ, 2021 ଠାରୁ ବାତିଲ କରାଯାଇଛି ।

ବିଶାଖାପାଟନମ୍-ଗୁଣୁପୁର-ବିଶାଖାପାଟନମ୍ ବିଶେଷ ଟ୍ରେନ-

08522/08521 ବିଶାଖାପାଟନମ୍-ଗୁଣୁପୁର-ବିଶାଖାପାଟନମ୍ ଉଭୟ ଦିଗରୁ 30 ଏପ୍ରିଲ, 2021 ଠାରୁ ବାତିଲ ରହିବ ।

ବିଶାଖାପାଟନମ୍-ପଲାସା-ବିଶାଖାପାଟନମ୍ ବିଶେଷ ଟ୍ରେନ-

08532/08531 ବିଶାଖାପାଟନମ୍-ପଲାସା-ବିଶାଖାପାଟନମ୍ ସ୍ପେଶାଲ୍ ବିଶାଖାପାଟନମ୍ ଠାରୁ 30 ଏପ୍ରିଲ୍ ଏବଂ ପାଲାସା ଠାରୁ 1 ମେ 2021 ଠାରୁ ବାତିଲ ରହିବ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.