ETV Bharat / briefs

ଓଡିଶାର ରାଜଧାନୀ, ଅନ୍ଧାରରେ ତିନିଦିନି

'ଫନି'ର ତାଣ୍ଡବ ଲୀଳା ଏତେ ଭୟଙ୍କର ଥିଲା ଯେ, ତା'ର ପ୍ରଭାବରେ ଚଳଚଞ୍ଚଳ ରାଜଧାନୀ ଏବେ ଠପ୍‌ ହୋଇଯାଇଛି । ରଙ୍ଗିନ ରାଜଧାନୀରେ ନାହିଁ ରଙ୍ଗ । 3ଦିନ ହେବ ରାଜଧାନୀ ରହିଛି ଅନ୍ଧାରରେ ।

author img

By

Published : May 6, 2019, 3:57 AM IST

ଫଟୋ ସୌଜନ୍ଯ: ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବର: ଝଲମଲ କରୁଥିବା ସହର, ଏବେ ଅନ୍ଧାରରେ । 3ଦିନ ହେବ ରାଜଧାନୀରେ ନାହିଁ ବିଜୁଳି ସେବା । ଯେପରି ଲାଗୁଛି ରାଜଧାନୀ ପାଲଟି ଯାଇଛି ଅନ୍ଧାରୀ ମୂଲକର ସହର ।

ଭିଡିଓ ସୌଜନ୍ଯ: ପ୍ରତିନିଧି, ଭୁବନେଶ୍ବର

କିଏ କେବେ ଭାବି ନଥିବେ ରାଜଧାନୀବାସୀ ବିଜୁଳି ବିନା ଏପରି ହନ୍ତସନ୍ତ ହେବେ । 'ଫନି'ର ତାଣ୍ଡବ ଲୀଳା ପରେ ସ୍ମାର୍ଟ ସିଟି ଭୁବନେଶ୍ବରରେ ବିଜୁଳି ସେବା ବ୍ୟାହାତ ହୋଇଛି । କାଁ ଭାଁ ବଡବଡ କୋଠା ମାନଙ୍କରେ ଛୋଟ ଛୋଟ ବଲ୍‌ବ ଆଲୁଅ ଦେଖିବାକୁ ମିଳୁଛି ।

ଏହା ମଧ୍ୟ ପଢନ୍ତୁ:‘ଫନି’ ବଢାଇଦେଲା ଲଣ୍ଠନର ଚାହିଦା

ତେବେ ଦେଖିବାକୁ ବାକି ରହିଲା ସ୍ମାର୍ଟ ସିଟିର ଲୋକେ କେବେ ବିଜୁଳି ସେବା ପାଉଛନ୍ତି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.