ETV Bharat / briefs

ଆଉଟ ପରେ ସ୍ୟାଲୁଟ୍‌ - military

ଓ୍ବେଷ୍ଟଇଣ୍ଡିଜ୍‌ ବୋଲର ସେଲଡ୍ରନ କଟ୍ରେଲ ଓ୍ବିକେଟ ନେଲାପରେ ସେନାଙ୍କ ପରି ସ୍ୟାଲୁଟ ମାରୁଥିବା ଦେଖିବାକୁ ମିଳିଛି । ଏହାକୁ ସେନା ସମ୍ମାନରେ କରନ୍ତି ବୋଲି ସେ କହିଛନ୍ତି ।

ଫଟୋ ସୌଜନ୍ଯ:ସୋସିଆଲ ମିଡିଆ
author img

By

Published : Jun 6, 2019, 11:03 PM IST

ନଟିଂହାମ: ଟ୍ରେଣ୍ଟରେ ଗ୍ରାଉଣ୍ଡରେ ଓ୍ବେଷ୍ଟଇଣ୍ଡିଜ-ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ବକପର 10ମ ମ୍ୟାଚ ଖେଳାଯାଉଛି । ଏହି ମ୍ୟାଚରେ ଓ୍ବେଷ୍ଟଇଣ୍ଡିଜ ବୋଲର ସେଲଡ୍ରନ କଟ୍ରେଲ ଓ୍ବିକେଟ ନେଲାପରେ ସେନାଙ୍କ ପରି ସ୍ୟାଲୁଟ ମାରିବା ଶୈଳୀ ବେଶ ଚର୍ଚ୍ଚାର ବିଷୟ ପାଲଟିଛି ।

sheldon-cottrell
ଫଟୋ ସୌଜନ୍ଯ:ସୋସିଆଲ ମିଡିଆ@cricketworldcup

ସେଲଡ୍ରନ ଏହି ମ୍ୟାଚରେ ଡେଭିଡ୍‌ ଓ୍ବାର୍ଣ୍ଣରଙ୍କ ଓ୍ବିକେଟ ନେଲା ପରେ ଏହି ସେନା ଷ୍ଟାଇଲରେ ସ୍ୟାଲୁଟ ମାରିଥିଲେ । କଟ୍ରେଲ ଏହି ଭଳି ଅନ୍ଦାଜକୁ ନେଇ କହିଛନ୍ତି ଯେ, ମୁଁ ପେଶାରେ ଜଣେ କାର୍ଯ୍ୟରତ ଯବାନ ଓ ଏପରି ସେନା ସମ୍ମାନରେ କରିଛି ।

ସୂଚନାଥାଉକି ସେଲଡ୍ରନ କଟ୍ରେଲ ଏହି ମ୍ୟାଚରେ 2ଟି ଓ୍ବିକେଟ ଅକ୍ତିଆର କରିଛନ୍ତି ।

sample description
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.