ETV Bharat / briefs

ଭଦ୍ରକ ମଦମୃତ୍ୟୁ ଘଟଣା: ପୀଡିତଙ୍କୁ ଭେଟିଲେ ପ୍ରକାଶ ମିଶ୍ର - medicalvisit

ଭଦ୍ରକ ଜିଲ୍ଲା ମଦମୃତ୍ୟୁ ଘଟଣାରେ ପୀଡିତଙ୍କ ସ୍ଵାସ୍ଥ୍ୟ ଅବସ୍ଥା ପଚାରି ବୁଝିଛନ୍ତି କଟକ ଲୋକସଭା ପ୍ରାର୍ଥୀ ପ୍ରକାଶ ମିଶ୍ର ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ
author img

By

Published : May 1, 2019, 6:58 PM IST

ଭଦ୍ରକ: ଭଦ୍ରକ ଜିଲ୍ଲା ମଦ ମୃତ୍ୟୁ ଘଟଣାରେ ପୀଡିତଙ୍କ ସ୍ଵାସ୍ଥ୍ୟ ଅବସ୍ଥା ପଚାରି ବୁଝିଛନ୍ତି ପୂର୍ବତନ ପୋଲିସ ଡିଜି ତଥା କଟକ ଲୋକସଭା ପ୍ରାର୍ଥୀ ପ୍ରକାଶ ମିଶ୍ର ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ଏହି ପରିପ୍ରେକ୍ଷୀରେ ବିଜେପିର ଏକ ଉଚ୍ଚସ୍ତରୀୟ କମିଟି ସହ ପ୍ରକାଶ ମିଶ୍ର ଆଜି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ପୀଡିତଙ୍କ ସହ ଆଲୋଚନା କରିଥିଲେ । ତେବେ ଏହି ଘଟଣା ପଛରେ ଥିବା ମାଷ୍ଟର ମାଇଣ୍ଡ ବିରୋଧରେ ଦୃଢ ଏବଂ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ ବିଷାକ୍ତ ମଦ ପିଇ ଏଠାରେ ଏପର୍ଯ୍ୟନ୍ତ 10ଜଣଙ୍କର ମୃତ୍ୟୁ ଘଟିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:Body:

BREKING

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.