ETV Bharat / briefs

ଅମୁଲ ଓ ମଦର ଡାଏରୀକୁ ଟକ୍କର ଦେବ ପତଞ୍ଜଳୀର ଟୋନ୍ଡ ମିଲ୍କ

author img

By

Published : May 27, 2019, 11:38 PM IST

ପତଞ୍ଜଳୀ ଲଞ୍ଚ କଲା ଶସ୍ତା ଦୁଗ୍ଧ । ଏଥିସହ ଲଞ୍ଚ କରିଥିବା ଦହି ବି ବାକି କମ୍ପାନୀ ଠାରୁ 5ଟଙ୍କା ଶସ୍ତା ରହିଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ଡେରାଡୁନ: ଗତ ସପ୍ତାହରେ କିଛି ଦୁଗ୍ଧ କମ୍ପାନୀ ଲିଟର ପିଛା 2-2ଟଙ୍କା ବଢାଇଛି । ଏହି ସମୟରେ ଯୋଗ ଗୁରୁ ବାବା ରାମଦେବ ଏହି 2କମ୍ପାନୀକୁ ମାତ୍‌ ଦେଇଛନ୍ତି । ସେ ବଜାରକୁ ଆଣିଛନ୍ତି ପତଞ୍ଜଳୀର ଟୋନ୍ଡ ମିଲ୍କ । ଏହାର ବିଶେଷତ୍ବ ହେଲା ପତଞ୍ଜଳୀ ଦୁଗ୍ଧ ଅମୁଲ ଓ ମଦର ଡାଏରୀର ଦୁଗ୍ଧ ଠାରୁ ଲିଟର ପିଛା 4ଟଙ୍କା ଶସ୍ତା ରହିଛି ।

cow milk
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ@PatanjaliDairy

ତେବେ ଏହି ଟୋନ୍ଡ ମିଲ୍କ ବ୍ୟତୀତ ପତଞ୍ଜଳୀ ଦହି, ବଟର୍‌, ଛାଛ ଓ ପନିର ଲଞ୍ଚ କରିଛି । ଲଞ୍ଚ ହୋଇଥିବା ଏହି ନୂଆ ପ୍ରଡକ୍ଟସ ଗୁଡିକ ବର୍ତ୍ତମାନ ଦିଲ୍ଲୀ-ଏନସିଆର, ହରିଦ୍ବାର, ଜୟପୁର ଓ ମହାରାଷ୍ଟ୍ରର କିଛି ସହରରେ ଉପଲବ୍ଧ ହେବ ।

ତେବେ ଟୋନ୍ଡ ମିଲ୍କ 500ଏମଏଲ ଓ ଏକ ଲିଟର ପ୍ୟାକେଟରେ ମିଳିବ ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.