ETV Bharat / briefs

ଚଳନ୍ତା ଟ୍ରେନରୁ ଖସିପଡି ଦୁଇଗୋଡ ହରାଇଲେ ବୃଦ୍ଧ

ରାଉରକେଲା ବନ୍ଧମୁଣ୍ଡା ରେଳଷ୍ଟେସନର ଟାଟା ଯିବାକୁ ଥିବା ପାସେଞ୍ଜର ଟ୍ରେନରେ ଚଢୁଥିବାବେଳେ ଖସି ପଡିଲେ ବୃଦ୍ଧ । ଦୁର୍ଘଟଣାରେ ବୃଦ୍ଧ ଜଣକ ନିଜର 2ଟି ଗୋଡ ହରାଇଛନ୍ତି ।

author img

By

Published : Jun 21, 2019, 4:23 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ରାଉରକେଲା: ରାଉରକେଲା ବନ୍ଧମୁଣ୍ଡା ରେଳଷ୍ଟେସନରେ ଅଘଟଣ । ସାମାନ୍ୟ ଅସାବଧାନତା କାରଣରୁ ନିଜର 2ଟି ଗୋଡ ହରାଇଲେ ବନ୍ଧମୁଣ୍ଡା ଡୁମେର୍ତା ଅଞ୍ଚଳର ଦୁର୍ଗା ମାହତୋ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ଦୁର୍ଗା ଟାଟାରେ ରହୁଥିବା ନିଜର ଜଣେ ସମ୍ପର୍କୀୟଙ୍କ ଘରକୁ ଯିବା ପାଇଁ ବନ୍ଧମୁଣ୍ଡା ରେଳ ଷ୍ଟେସନରେ ପାସେଞ୍ଜର ଟ୍ରେନରେ ଚଢୁଥିଲେ । ହେଲେ ଟ୍ରେନଟି ଛାଡି ଦେବାରୁ ସେ ଟ୍ରେନ ଚକା ତଳେ ପଡିଯାଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ରାଉରକେଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ଦୁର୍ଘଟଣାରେ ଦୁର୍ଗାଙ୍କ ଜୀବନ ବଞ୍ଚି ଯାଇଛି ସତ ହେଲେ ସେ ନିଜର 2ଟି ଗୋଡ ହରାଇଛନ୍ତି ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Intro:ରାଉରକେଲା-ସାମାନ୍ୟ ଅସାବଧାନତା ଯୋଗୁଁ ଜଣେ ବୟସ୍କ ବ୍ୟକ୍ତି ନିଜର ଦୁଇଟି ଗୋଡ ହରେଇଲେ। ଚଳନ୍ତି ଟ୍ରେନ ରେ ଚଢୁଥିବା ବଳେ ଟ୍ରେନ ତଳେ ପଡି ନିଜର ଦୁଇଟି ଗୋଡ ହରେଇଛନ୍ତି ବନ୍ଧମୁଣ୍ଡା ଡୁମେର୍ତା ଅଂଚଳର ରହୁଥିବା ଦୁର୍ଗା ମାହତୋ। Body:ବନ୍ଧମୁଣ୍ଡା ରେଳ ଷ୍ଟେସନ ରେ ଟାଟା ରେ ରହୁଥିବା ନିଜ ସମ୍ପର୍କୀୟଙ୍କ ଘରକୁ ଯିବା ପାଇଁ ପାସେଞ୍ଜର ଟ୍ରେନ ରେ ଚଢୁଥିବା ବେଳେ ଟ୍ରେନ ଟି ଛାଡି ଦବାରୁ ସେ ଟ୍ରେନ ଚକ ତଳେ ପଡିଯାଇଥିଲେ। ହେଲେ ତାଙ୍କର ଜୀବନ ବଞ୍ଚି ଯାଇଥିଲା ସତ କିନ୍ତୁ ଗୋଡ଼ ଦୁଇଟି ହରେଇଥିଲେ। ଏବେ ସେ ଗୁରୁତ୍ୱର ଅବସ୍ଥାରେ ରାଉରକେଲା ସରକାରୀ ଡାକ୍ତରଖାନାରେ ଚିକିତ୍ସିତ।Conclusion:ଅସାଵଧାନୀ ଯୋଗୁ ରେଳ ରେ ଗୁର୍ଘଟଣା ବୃଦ୍ଧି ପାଉଛି ବହୁତ ଲୋକ ଚଳନ୍ତା ଟ୍ରେନ ରୁ ଖସି ମୃତ୍ୟୁବରଣ କରୁଛନ୍ତି
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.