ETV Bharat / briefs

ସୁଶାନ୍ତ ସିଂ ଆତ୍ମହତ୍ୟା ମାମଲା: ଡ୍ରଗ୍ସ ବ୍ୟବସାୟୀଙ୍କ ବିରୋଧରେ ମୁମ୍ବାଇ-ଗୋଆରେ ଚଢାଉ

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ଡ୍ରଗ୍ସର ସମ୍ପର୍କ ଖୋଜିବାରେ ବ୍ୟସ୍ତ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) । ରିଆ ଚକ୍ରବର୍ତ୍ତୀଙ୍କ ସମେତ 6 ଜଣଙ୍କୁ ଗିରଫ କରିବା ପରେ ଏନସିବି ସେମାନଙ୍କ ଜବାବ ଆଧାରରେ ଡ୍ରଗ୍ ମାଫିଆ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

author img

By

Published : Sep 12, 2020, 2:57 PM IST

 ମୁମ୍ବାଇ-ଗୋଆରେ ଚଢାଉ
ମୁମ୍ବାଇ-ଗୋଆରେ ଚଢାଉ

ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ଡ୍ରଗ୍ସର ସମ୍ପର୍କ ଖୋଜିବାରେ ବ୍ୟସ୍ତ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି)। ରିଆ ଚକ୍ରବର୍ତ୍ତୀଙ୍କ ସମେତ 6 ଜଣଙ୍କୁ ଗିରଫ କରିବା ପରେ ଏନସିବି ସେମାନଙ୍କ ଜବାବ ଆଧାରରେ ଡ୍ରଗ୍ ମାଫିଆ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏନସିବି ଦଳ ଶନିବାର ସକାଳେ ମୁମ୍ବାଇ ଓ ଗୋଆର ବିଭିନ୍ନ ସ୍ଥାନରେ ଚଢାଉ କରୁଛନ୍ତି ।

ସୂଚନାନୁଯାୟୀ, ଏନସିବି ଟିମ୍ ଡ୍ରଗ୍ସ ବ୍ୟବସାୟୀଙ୍କ ସୋର୍ସ ଉପରେ ଚଢାଉ କରୁଛି । ଅନୁଜ କେଶୱାନୀଙ୍କ ପଚରାଉଚରା ସମୟରେ ମିଳିଥିବା ସୂଚନା ଆଧାରରେ ଏନସିବି ଟିମ୍ ଏହି ଚଢାଉ କରିଛି । ଗୋଆରେ ଚଢାଉ କରୁଥିବା ଏନସିବି ଦଳ ସମୀର ୱାନଖେଣ୍ଡେଙ୍କ ନେତୃତ୍ବରେ ଚଢାଉ କରୁଛନ୍ତି । ମୁମ୍ବାଇ ଓ ଗୋଆର ବିଭିନ୍ନ ସ୍ଥାନରେ ହୋଇଥିବା ଏହି ଚଢାଉ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ ଓ ରିଆ ଚକ୍ରବର୍ତ୍ତୀଙ୍କ ସହ ଜଡିତ।

ରିଆ ଚକ୍ରବର୍ତ୍ତୀଙ୍କ ସହ ଜଡିତ ମାମଲାରେ ଅନୁଜଙ୍କ ନାମ କୈଜାନ୍ ପ୍ରକାଶ କରିଥିଲେ। ଏହା ପରେ ଏନସିବି ଅନୁଜଙ୍କୁ ଗିରଫ କରିଥିଲା। ଗୋଟିଏ ଦିନ ପୂର୍ବରୁ ଏନସିବିର ବରିଷ୍ଠ ଅଧିକାରୀମାନେ ଦିଲ୍ଲୀରେ ବୈଠକ କରିଥିଲେ। ଦିଲ୍ଲୀର ଏହି ବୈଠକର ଗୋଟିଏ ଦିନ ପରେ ଏନସିବି ଡ୍ରଗ୍ସ ବ୍ୟବସାୟୀଙ୍କୁ ବିରୋଧରେ ଅନେକ ସ୍ଥାନରେ ଚଢାଉ କରିଥିଲା।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.