ETV Bharat / briefs

କଟକ ଜିଲ୍ଲାପାଳଙ୍କ ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ

ଫନି ଯିବାର ସପ୍ତାହରୁ ଊର୍ଦ୍ଧ୍ବ ସମୟ ବିତି ଯାଇଥିଲେ ସୁଦ୍ଧା ସିଡ଼ି଼ଏ ଅଞ୍ଚଳରେ ପ୍ରଭାବିତ ବାସିନ୍ଦାଙ୍କୁ ବର୍ତ୍ତମାନ ସୁଦ୍ଧା ଠିକ୍ ଭାବରେ ମିଳିନି ରିଲିଫ ସାମଗ୍ରୀ । ଏନେଇ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ ସ୍ଥାନୀୟ ବାସିନ୍ଦା । କିନ୍ତୁ ସେମାନଙ୍କ ସମସ୍ୟାର ସମାଧାନ କରିବା ପରିବର୍ତ୍ତେ ଜିଲ୍ଲାପାଳ ତାଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି ।

author img

By

Published : May 13, 2019, 6:52 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

କଟକ: କଟକ ଜିଲ୍ଲାପାଳଙ୍କ ବିରୋଧରେ ଦୁର୍ବ୍ୟବହାର ହୋଇଥିବା ଅଭିଯୋଗ ହୋଇଛି । ଏହି ଅଭିଯୋଗ ସିଡ଼ି଼ଏ ଅଞ୍ଚଳର ବାସିନ୍ଦା ଆଣିଛନ୍ତି । ସେମାନେ ଏନେଇ ଆରଡିସିଙ୍କ ନିକଟରେ ଫେରାଦ ହେବା ସହ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ନିଜ ଅଭିଯୋଗ ପତ୍ର ପଠାଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ସୂଚନାନୁଯାୟୀ, ଫନିର ଯିବା ସପ୍ତାହରୁ ଉର୍ଦ୍ଧ୍ବ ସମୟ ବିତିଯାଇଥିଲେ ସୁଦ୍ଧା ଏହି ଅଞ୍ଚଳର ପ୍ରଭାବିତ ବାସିନ୍ଦାଙ୍କୁ ବର୍ତ୍ତମାନ ସୁଦ୍ଧା ଠିକ୍ ଭାବରେ ରିଲିଫ ସାମଗ୍ରୀ ପହଞ୍ଚି ପାରିନାହିଁ । ଯାହାକୁ ନେଇ ସିଡିଏ ଅଞ୍ଚଳର ବାସିନ୍ଦା କଟକ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ । କିନ୍ତୁ ସେମାନଙ୍କ ସମସ୍ୟାର ସମାଧାନ କରିବା ପରିବର୍ତ୍ତେ ସିଡ଼ି଼ଏ ବାସିନ୍ଦାଙ୍କୁ ଜିଲ୍ଲାପାଳ ଦୁର୍ବ୍ୟବହାର କରିଥିଲେ । ଫଳରେ ଶତାଧିକ ସିଡିଏ ବାସିନ୍ଦା ଏକାଠି ହୋଇ ଜିଲ୍ଲାପାଳଙ୍କ ବିରୋଧରେ ଆରଡିସିଙ୍କ ନିକଟରେ ଅଭିଯୋଗ କରିଛନ୍ତି । ତେବେ କଟକ ଭଳି ଭାଇଚାରା ସହରରେ ଏଭଳି ଜିଲ୍ଲାପାଳଙ୍କୁ ତୁରନ୍ତ ଵଦଳି କରିବାକୁ ସିଡିଏ ବାସୀ ଦାବି କରିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Slug- misbehave aligation against Cuttack collector,rep - narayan ,ctc,avb,13.05.19

ଆଂଙ୍କର - କଟକ ଜିଲ୍ଲାପାଳ ଙ୍କ ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ।କଟକ ସିଡ଼ି଼ଏ ଅଞ୍ଚଳର ବାସିନ୍ଦା ଏନେଇ ଆରଡିସିଙ୍କ ନିକଟରେ ଫେରାଦ ହେବା ସହ ମୁଖ୍ୟମନ୍ତ୍ରୀ ଙ୍କ ନିକଟକୁ ଅଭିଯୋଗ ପତ୍ର ପଠାଇଛନ୍ତି ।ସୂଚନା ଅନୁଯାୟୀ ଫନି ର ତାଣ୍ଡବଲୀଳା ପରେ  ପ୍ରଭାବିତ ଅଞ୍ଚଳକୁ ରିଲିଫ ଠିକ୍ ଭାବରେ ପହଞ୍ଚି ପାରି ନାହିଁ।ଏପରିକି ଆଜିକୁ ୧୧ ଦିନ ହେଲେ ବି ସିଡିଏ ର ଅନେକ ସ୍ଥାନରେ ରିଲିଫ ,ବିଦ୍ୟୁତ ସେବା ଯୋଗାଇ ଦିଆଯାଇ ନାହିଁ। ଏନେଇ ସିଡିଏ ଅଞ୍ଚଳର ବାସିନ୍ଦା କଟକ ଜିଲ୍ଲାପାଳ ଙ୍କ ସହ ଆଲୋଚନା କରିଥିଲେ ବି ସମସ୍ୟାର ସମାଧାନ ପରିବର୍ତ୍ତେ ସିଡ଼ି଼ଏ ବାସିଙ୍କୁ ଜିଲ୍ଲାପାଳ ଦୁର୍ବ୍ୟବହାର କରିଛନ୍ତି।ଯାହାକୁ ନେଇ ଶତାଧିକ ସିଡିଏ ବାସିନ୍ଦା,ଜିଲ୍ଲାପାଳ ଙ୍କ ବିରୋଧରେ ଆରଡିସି ଙ୍କ ନିକଟରେ ଅଭିଯୋଗ କରିଛନ୍ତି।ଏନେଇ ଆରଡିସି ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କ ନିକଟକୁ ଅଭିଯୋଗ ପତ୍ର ପଠାଇଛନ୍ତି।ତେବେ କଟକ ଭଳି ଭାଇଚାରା ସହରରେ ଏଭଳି   ଜିଲ୍ଲାପାଳ ଙ୍କୁ ଵଦଳି କରିବାକୁ  ସିଡିଏ ବାସୀ ଦାବି କରିଛନ୍ତି।

ବାଇଟ - ସତ୍ୟ ରାୟ, ସିଡିଏ ବାସିନ୍ଦା।

Visuals byte through MOJO...

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.