ETV Bharat / briefs

ପ୍ରତିମୂର୍ତ୍ତୀରେ ମୁଣ୍ଡ ହଲାଉଛନ୍ତି ମା କାଳୀ - miracle

ଗୁଦାବଳ ଗ୍ରାମରେ ରହିଛି ଏକ ଚମତ୍କାରୀ କାଳୀ ମନ୍ଦିର। ଯେଉଁଠି ମା କାଳୀ ନିଜ ମୁଣ୍ଡ ହଲାନ୍ତି।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ ଟ୍ବିଟର
author img

By

Published : Apr 9, 2019, 1:28 PM IST

ଭୋପାଲ: ବେଳେ ବେଳେ ଆମ ଜୀବନରେ ଅନେକ ପ୍ରକାର ଚମତ୍କାର ଘଟିଥାଏ । ଯାହା ଅବିଶ୍ବସନୀୟ ହେଲେ ବି ସତ । ଏପରକି ଏକ ଚମତ୍କାର ଘଟଣା ଶୁଣିବାକୁ ମିଳୁଛି ମଧ୍ୟପ୍ରଦେଶର ରାୟମେନ ଜିଲ୍ଲାରେ । ଏଠାର ଗୁଦାବଳ ଗ୍ରାମରେ ରହିଛି ଏକ ଚମତ୍କାରୀ କାଳୀ ମନ୍ଦିର । ଯେଉଁଠି ମା କାଳୀ ନିଜ ମୁଣ୍ଡ ହଲାନ୍ତି ।

ମନ୍ଦିରରେ ସ୍ଥାପିତ ମା କାଳୀଙ୍କ ପ୍ରତିମୂର୍ତ୍ତୀ ତେରଛା ଆକାରର । କିନ୍ତୁ ତାହା ହଠାତ୍‌ ସିଧା ହୋଇଯାଉଥିବା ଦାବୀ କରିଛନ୍ତି ଏଠାକୁ ଆସୁଥିବା ଭକ୍ତ । କଙ୍କାଳୀ ମନ୍ଦିର ନାମରେ ପରିଚିତ ଏହି ମନ୍ଦିରରେ ନବରାତ୍ରୀ ସମୟରେ ଦେଖିବାକୁ ମିଳେ ଏହି ଚମତ୍କାରୀ ଦୃଶ୍ୟ । ଯାହାକୁ ଦେଖିବା ଲାଗି ଦୂରଦୂରାନ୍ତରୁ ଆସନ୍ତି ଭକ୍ତ ।

ତେବେ ଏଭଳି ମଧ୍ୟ ମାନ୍ୟତା ରହିଛି ଯେ, ଯେଉଁ ଭକ୍ତ ମାଙ୍କ ମୁଣ୍ଡ ହଲାଇବା ସମୟର ଦୃଶ୍ୟ ଦେଖେ ତା ଭାଗ୍ୟ ଚମକିଯାଏ। ମା କାଳୀଙ୍କ 20 ଭୁଜାଯୁକ୍ତ ଏହି ପ୍ରତିମା ସହ ଭଗବାନ ବ୍ରହ୍ମା, ବିଷ୍ଣୁ ଏବଂ ମହେଶ୍ବରଙ୍କ ପ୍ରତିମୂର୍ତ୍ତୀ ସ୍ଥାପିତ ଅଛି ।

Intro:Body:

askjlas

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.