ETV Bharat / briefs

ହ୍ୟାଟ୍ରିକ ବିଜୟରେ ଖୁସି କେନ୍ ୱିଲିୟମସନ୍

କ୍ରିକେଟ ମହାକୁମ୍ଭରେ ନ୍ୟୁଜଲାଣ୍ଡ ତା'ର ବିଜୟ ଅଭିଯାନ ଜାରି ରଖିଛି । ଏଯାଏଁ 3ଟି ମ୍ୟାଚ ଖେଳି ତିନୋଟିରେ ବିଜୟ ହାସଲ କରିଛି । ତେବେ 6 ପଏଣ୍ଟ ପାଇ ପଏଣ୍ଟ ଟେବୁଲ୍‌ରେ 1ମ ସ୍ଥାନରେ ରହିଛି ।

author img

By

Published : Jun 9, 2019, 10:33 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ଟାଂଟନ: ନ୍ୟୁଜଲାଣ୍ଡ ଶନିବାର ଦିନ ଆଫଗାନିସ୍ତାନକୁ ହରାଇ ଏହି ଟୁର୍ଣ୍ଣାମେଣ୍ଟରେ 3ୟ ବିଜୟ ହାସଲ କରିଛି । ଏହା ପୂର୍ବରୁ ଶ୍ରୀଲଙ୍କା ଓ ବାଲାଂଦେଶକୁ ପରାସ୍ତ କରିଥିଲା ।

newzland
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ@cricketworldcup

ଆଫଗାନିସ୍ତାନକୁ 7 ଓ୍ବିକେଟରେ ହରାଇବା ପରେ ଅଧିନାୟକ କେନ୍ ଓ୍ବିଲିୟମସନ କହିଛନ୍ତି ଯେ, ଏହା ତାଙ୍କର ଟିମ ପାଇଁ 'ପରଫେକ୍ଟ ଷ୍ଟାର୍ଟ' ହୋଇଛି ।

ଏହା ମଧ୍ୟ ପଢନ୍ତୁ:ବିଶ୍ବକପ: ମ୍ୟାଚ ଦେଖିବାକୁ ଆସିଲେ ମାଲ୍ୟା

ଏହି ମ୍ୟାଚରେ 79ରନ(ନଟ୍‌ ଆଉଟ) ପାଳି ଖେଳିଥିଲେ ୱିଲିୟମସନ । ଜିତିବା ପରେ ସେ କହିଛନ୍ତି ଯେ, ସମସ୍ତ ମ୍ୟାଚ ଜିତିବା ଲକ୍ଷ୍ୟରେ ଖେଳାଯାଏ । ଏହି ଅନୁସାରେ ଟୁର୍ଣ୍ଣାମେଣ୍ଟରେ ଆମ ମାନଙ୍କର ଏଯାଏଁ ଯାତ୍ରା ବହୁତ ଭଲ ରହିଛି ଓ ଆଶା କରୁଛି ଆଗକି ମଧ୍ୟ ଏହା ଜାରି ରହିବ ।

ଇଟିଭି ଭାରତ, ବ୍ୟୁରୋ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.