ETV Bharat / briefs

ସୋଏବଙ୍କ ପିଛା ଛାଡୁନି ଜିରୋ, ସୋସିଆଲ ମିଡିଆରେ ଉଡୁଛି ମଜାକ - shoaib malik

ଭାରତୀୟ ବୋଲର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପ୍ରଥମ ବଲରେ ହିଁ ସୋଏବ ବୋଲ୍ଡ ହୋଇଥିଲେ। ଆଉଟ ପରେ ସୋଏବଙ୍କ ମଜାକ ସୋସିଆଲ ମିଡିଆରେ ଉଡାଯାଉଛି।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Jun 17, 2019, 3:22 PM IST

ହାଇଦ୍ରାବାଦ: କ୍ରିକେଟ ମହାକୁମ୍ଭରେ ପାକ୍‌ କ୍ରିକେଟର ସୋଏବ ମଲିକଙ୍କ କ୍ରମାଗତ ଭାବେ ଶୂନରନ୍‌ରେ ଆଉଟ ହେବା ପରେ ତାଙ୍କର ଫର୍ମକୁ ନେଇ ପ୍ରଶ୍ନ ସୃଷ୍ଟି କରିଛି । 2ଟି ମହାମୁକାବିଲା ଅଷ୍ଟ୍ରେଲିଆ ଏବଂ ଭାରତ ବିପକ୍ଷରେରେ ବିନା ଖାତ ଖୋଲି ପାଭିଲିୟନକୁ ଫେରିଛନ୍ତି। ଗତକାଲି ମ୍ୟାଚରେ ଭାରତ ବିପକ୍ଷରେ ବ୍ୟାଟିଂ କରିବାକୁ ଗ୍ରାଉଣ୍ଡକୁ ଆସିଥିଲେ। ଭାରତୀୟ ବୋଲର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପ୍ରଥମ ବଲରେ ହିଁ ସୋଏବ ବୋଲ୍ଡ ହୋଇଥିଲେ।

ଜିରୋ
ଫଟୋ ସୌଜନ୍ୟ:ସୋସିଆଲ ମିଡିଆ@subhan97ahmed
ସୋଏବ
ଫଟୋ ସୌଜନ୍ୟ: ସୋସିାଲ ମିଡିଆ@shafaatchangezi
pakistan
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ@MonaAlamm
worldcup
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ@RashSureshBTS

ସୂଚନାଥାଉକି, ପାକ୍‌ ଟିମର ଅନୁଭବି ତଥା ପୂର୍ବ ଅଧିନାୟକ ମହମ୍ମଦ ହଫିଜ ଆଉଟ ହେବା ପରେ ସୋଏବ ମଲିକ ଗ୍ରାଉଣ୍ଡକୁ ଆସିଥିଲେ । କିନ୍ତୁ ଆସୁ ଆସୁ ପାଣ୍ଡ୍ୟାଙ୍କ ବଲ୍‌ରେ ଆଉଟ ହୋଇଥିଲେ ସୋଏବ ମଲିକ। ଆଉଟ ପରେ ସୋଏବଙ୍କ ମଜାକ ସୋସିଆଲ ମିଡିଆରେ ଉଡାଯାଉଛି। ଏଥିସହ ପାକ୍‌ ପ୍ରଶଂସକ ସୋଏବଙ୍କୁ କ୍ରିକେଟ ଛାଡି ଦିଅ କହିବାକୁ ମଧ୍ୟ ପଛାଇ ନାହାଁନ୍ତି।

ସ୍ଲଗ- ବାଲେଶ୍ୱର ମେଡିକାଲରେ ପୁଣି 100 ସିଟ। ଉତ୍ସାହୀ ବାଲେଶ୍ୱର ଛାତ୍ରଛାତ୍ରୀ
ଫର୍ମାଟ- ଏଭିବି
ରିପୋର୍ଟ- ଜୀବନ ଜ୍ୟୋତି ନାୟକ/ ବାଲେଶ୍ୱର
ତା- 8/06/2019
ଆଙ୍କର- ବାଲେଶ୍ୱର ଫକୀର ମୋହନ ମେଡିକାଲ କଲେଜକୁ ପୁଣି ୧୦୦ ସିଟ ପାଇଁ ଏମସିଆଇ ପକ୍ଷରୁ ଅନୁମତି ମିଳିଛି । ଏନେଇ ବାଲେଶ୍ୱରର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । ଚଳିତ ଥର ନିଟ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀମାନେ ବାଲେଶ୍ୱର ମେଡିକାଲ କଲେଜରେ ନାମ ଲେଖାଇବା ପାଇଁ ବେଶ ଆଶାବାଦୀ ଥିବା ଜଣାପଡ଼ିଛି ।
ଜିଲ୍ଲାର ବିଭିନ୍ନ କଲେଜରୁ ନିଟ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ମେଡିକାଲ ପାଠ ପଢ଼ିବା ପାଇଁ ଆଗ୍ରହ ଦେଖିବାକୁ ମିଳିଛି । ଫକୀର ମୋହନ ଜୁନିୟର କଲେଜରେ ୧୦୦ ଛାତ୍ରଛାତ୍ରୀ ନିଟ ପରୀକ୍ଷାରେ ଭଲ ଫଳ ପାଇଥିବା ସୂଚନା ମିଳିଛି । ସେମାନଙ୍କ ମଧ୍ୟରୁ ଶିବମ ପାଢ଼ୀ ୫୪୭ ରେଙ୍କ ରଖି ମେଡିକାଲ ପଢ଼ିବା ପାଇଁ ଇଚ୍ଛା ରଖିଛନ୍ତି । ପ୍ରଥମ ବେଚରେ ୧୦୦ ସିଟ ଥିବା ବେଳେ ଚଳିତ ଶିକ୍ଷାବର୍ଷରେ ଅଧିକ କିଛି ସିଟ ବଢ଼ିବ ବୋଲି ଆଶା କରାଯାଉଥିବା ବେଳେ ସେତିକିରେ ସୀମିତ ରହିବା ଯୋଗୁଁ ଅଭିଭାବକ ମହଲରେ ନୈରାଶ୍ୟ ପ୍ରକାଶ ପାଇଛି । ତେବେ ବାଲେଶ୍ୱର ଛାତ୍ରଛାତ୍ରୀ ନିଜ ଘର ପାଖରେ ରହି ମେଡିକାଲ ପଢ଼ିବାର ମଉକା ହରାଇବାକୁ ଚାହୁଁ ନଥିବା ଜଣାପଡ଼ିଛି ।
ବାଇଟ୧- ଶିବମ ପାଢ଼ୀ(ଛାତ୍ର)
ବାଇଟ୨- ବିଜୟ ପାଢ଼ୀ(ଅଭିଭାବକ)
ବାଇଟ୩- ଡ. ସନ୍ତୋଷ କୁମାର ରାଉତ(ଫକୀର ମୋହନ ଜୁନିୟର କଲେଜ ପ୍ରଶାସନିକ ଅଧିକାରୀ)
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.