ETV Bharat / briefs

ଓଡିଶାକୁ ଚମକାଇଲା ଚମକି ଜ୍ବର, ଯାଞ୍ଚ ହେବ ଲିଚୁ - CHILD

ଚମକି ଜ୍ଜର ମୁକାବିଲା ପାଇଁ ଯାଞ୍ଚ ହେବ ଲିଚୁ । ଏନେଇ ନିର୍ଦ୍ଦେଶ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ।

ଫାଇଲ ଫଟୋ
author img

By

Published : Jun 18, 2019, 8:35 PM IST

ଭୁବନେଶ୍ବର: ଗତ କିଛିଦିନ ହେଲା ବିହାରରେ ଆତଙ୍କ ଖେଳାଇଥିବା ଚମକି ଜ୍ଜର (ଏନ୍‌ସେଫାଲାଇଟିସ) ଏବେ ଭୟଙ୍କର ଭାବେ ବିହାରରେ ମାଡି ଚାଲିଛି ।

ଗତ 20ଦିନ ଭିତରେ ଶତାଧିକ ଶିଶୁଙ୍କ ଜୀବନ ନେଲାଣି ଏହି ଜ୍ବର । ରୋଗର ଭୟାବହ ବ୍ୟାପୁଥିବାରୁ ଓଡିଶା ସରକାର ଆଜି ଆଗୁଆ ପ୍ରସ୍ତୁତ ହେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆଜି ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଏନେଇ ଖାଦ୍ୟ କମିଶନରଙ୍କୁ ନିର୍ଦ୍ଦେଶନାମା ଜାରି କରିଛନ୍ତି ।

ବଜାରରେ ମିଳୁଥିବା 'ଲିଚୁ'ର ବିଷାକ୍ତ ପ୍ରଭାବ ଯାଞ୍ଚ କରିବା ପାଇଁ ସ୍ବାସ୍ଥ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ଯେକୌଣସି ପରିସ୍ଥିତିର ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛି ସ୍ବାସ୍ଥ୍ୟ ବିଭାଗ ।

ବ୍ୟୁରୋ ରିପୋର୍ଟ ଇଟିଭି ଭାରତ

Intro:Body:

gggggggggggggggg

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.