ETV Bharat / briefs

ଜେଲରେ ସ୍ବାମୀ, ପ୍ରଚାର ମୈଦାନରେ ସ୍ତ୍ରୀ

ବ୍ରହ୍ମପୁର ମହାନଗର ନିଗମର ପ୍ରଥମ ମେୟର ଶିବ ଶଙ୍କର ଶିବ ଶଙ୍କର ପରର୍ବତ୍ତୀ ସମୟରେ ବିଜେଡି ଛାଡି ବିଜେପିରେ ଯୋଗଦେଇ ନିର୍ବାଚନ ଲଢିଥିଲେ ମଧ୍ୟ ହାରିଯାଇଥିଲେ। କିନ୍ତୁ ପରେ ତାଙ୍କୁ ବିଭିନ୍ନ ମାମଲାରେ ଅଭିଯୁକ୍ତ ଦର୍ଶାଇ ଜେଲ ପଠାଇ ଦିଆଯାଇଥିବା ଅଭିଯୋଗ କରି ସ୍ବାମୀଙ୍କ ପାଇଁ ପ୍ରଚାରରେ ଲାଗିପଡିଛନ୍ତି ଶିବ ଶଙ୍କରଙ୍କ ପତ୍ନୀ।

author img

By

Published : Mar 31, 2019, 10:50 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ବ୍ରହ୍ମପୁର: ସାଧାରଣ ନିର୍ବାଚନ ଯେତେ ନିକଟତର ହେଉଛି ପ୍ରଚାର ମଧ୍ୟ ସେତେ କମ୍ପୁଛି । ଭୋଟରଙ୍କ ମନ ଜିଣିବା ପାଇଁ ପ୍ରାର୍ଥୀ ବିଭିନ୍ନ ପନ୍ଥା ଅବଲମ୍ବନ କରୁଥିବାବେଳେ ବ୍ରହ୍ମପୁର ସହରରେ ଦେଖିବାକୁ ମିଳିଛି ଏକ ଭିନ୍ନ ଦୃଶ୍ୟ । ବ୍ରହ୍ମପୁର ବିଧାନସଭା ଆସନ ପାଇଁ ପ୍ରତିଦ୍ବନ୍ଦିତା କରୁଛନ୍ତି ବ୍ରହ୍ମପୁର ଜଣାଶୁଣା ନେତା ତଥା ବ୍ରହ୍ମପୁର ମହାନଗର ନିଗମର ପ୍ରଥମ ମେୟର ଶିବ ଶଙ୍କର ।

ଭିଡିଓ ସୌଜନ୍ୟ; ,ସମ୍ବାଦଦାତା, ଭୁବନେଶ୍ବର

ସୂଚନା ଅନୁସାରେ ଶିବ ଶଙ୍କର ପ୍ରଥମେ ବିଜେଡି କର୍ପୋରେଟର ଭାବେ ବିଜୟୀ ହୋଇ ମେୟର ହୋଇଥିଲେ । ପରର୍ବତ୍ତୀ ସମୟରେ ସେ ବିଜେଡି ଛାଡି ବିଜେପିରେ ଯୋଗଦେଇ ନିର୍ବାଚନ ଲଢିଥିଲେ ମଧ୍ୟ ପରାଜୟ ହୋଇଥିଲେ । ପରେ ତାଙ୍କୁ ବିଭିନ୍ନ ମାମଲାରେ ଅଭିଯୁକ୍ତ ଦର୍ଶାଇ ଜେଲ ପଠାଇ ଦିଆଯାଇଥିବା ଅଭିଯୋଗ କରିଛନ୍ତି ଶିବ ଶଙ୍କରଙ୍କ ପତ୍ନୀ ।

ଆଗକୁ ନିର୍ବାଚନ ଥିବାରୁ ଶିବ ଶଙ୍କର ସ୍ବାଧିନ ଭାବରେ ନିର୍ବାଚନ ଲଢିବାକୁ ନାମାଙ୍କନ ଦାଖଲ କରିଛନ୍ତି । ସେ ଜେଲରୁ ମୁକୁଳି ପାରିନଥିଲେ ମଧ୍ୟ ତାଙ୍କ ପାଇଁ ପତ୍ନୀ ଶିବ ଶଙ୍କରଙ୍କ ପାଇଁ ପ୍ରଚାର ମଙ୍ଗ ଧରିଛନ୍ତି। ଏହାସହ ଶିବ ଶଙ୍କର ମେୟର ଥିବା ସମୟରେ ଯେଉଁ ସବୁ ବିକାଶ ମୂଳକ କାମ କରିଥିଲେ ତାକୁ ପାଥେୟ କରି ଶିବ ଶଙ୍କରଙ୍କ ପତ୍ନୀ ଆଶା କୁମାରୀ ଦାଶ ପ୍ରଚାର କରୁଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:Body:

HGJ

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.