ETV Bharat / briefs

ରଥଯାତ୍ରା ପ୍ରସ୍ତୁତି: କଟକରେ 12 ଓ ଭୁବନେଶ୍ବରରେ 15 ପ୍ଲାଟୁନ ଫୋର୍ସ ମୁତୟନ - traffic system

ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ସାରା ରାଜ୍ୟ ଚଳଚଞ୍ଚଳ ଥିବାବେଳେ ସାଧାରଣ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Jul 2, 2019, 8:00 PM IST

ଭୁବନେଶ୍ବର: ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ଚଳଚଞ୍ଚଳ ସାରା ରାଜ୍ୟ । ଏହି ଅବସରରେ ଟ୍ବିନସିଟିର ବିଭିନ୍ନ ସ୍ଥାନରେ ରଥଯାତ୍ରା ଆୟୋଜନ ହେବ । ଏନେଇ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଚଳିତ ବର୍ଷ ରାଜଧାନୀରେ ପାଖାପାଖି ୧୫ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯିବ । ଏଥିସହ କଡା ସୁରକ୍ଷା ବ୍ୟବସ୍ଥା ଭିତରେ ରହିବ ରାଜଧାନୀର ଟ୍ରାଫିକ ପରିଚାଳନା । ସେହିପରି କଟକରେ ମଧ୍ୟ ୧୨ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ରହିବେ । କଟକର 2ଟି ସ୍ଥାନରେ ରଥଯାତ୍ରା ହେଉଥିବାବେଳେ ଟ୍ରାଫିକ ବ୍ୟବସ୍ଥାକୁ କଡାକଡି କରାଯିବ । ରଥଯାତ୍ରା ସମୟରେ ଉଭୟ ସହରରେ ଯେଭଳି କୌଣସି ଅଘଟଣ ନଘଟେ, ସେଥିପ୍ରତି ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ବିଶେଷ କରି ମହିଳାଙ୍କ ସୁରକ୍ଷା ଏବଂ ଚେନ ଲୁଟେରାଙ୍କ ଉପରେ ଗରୁତ୍ବ ଦିଆଯାଇଛି ।

ସେହିପରି ପୁରୀରୁ ରଥଯାତ୍ରା ଦେଖି ଫେରୁଥିବା ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଭୁବନେଶ୍ବରରେ ରିଟର୍ଣ୍ଣ ଟ୍ରାଫିକର ବ୍ୟବସ୍ଥା କରାଯାଇଥିବା ନେଇ ପୋଲିସ କମିଶନର ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ରଥଯାତ୍ରା କୁ ନେଇ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ପ୍ରସ୍ତୁତି।

ଦୁଇ ଦିନ ପରେ ରଥଯାତ୍ରା। ଭୁବନେଶ୍ୱର ଓ କଟକ ରେ ବିଭିନ୍ନ ସ୍ଥାନରେ ରଥଯାତ୍ରା ଆୟୋଜନ କରାଯିବ। ସେ ନେଇ କଟକ ଭୁବନେଶ୍ଵରରେ ଟ୍ରାଫିକ ବ୍ୟବସ୍ଥାର ସୁପରିଚାଳନା ସହ ଆଇନ ଶୃଙ୍ଖଳା ବଜାଇ ରଖିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି।

ରାଜଧାନୀ ରେ ଚଳିତ ବର୍ଷ ପାଖ ପାଖି ୧୫ ପ୍ଲାଟୁନ୍ ଫୋର୍ସ ମୁତୟନ ରହିବେ। ଏଥି ସହ ଟ୍ରାଫିକ ପରିଚାଳନା ପାଇଁ ମଧ୍ୟ ପୋଲିସ ର କଡା ସୁରକ୍ଷା ବଳୟ ଭିତରେ ରହିବ ରାଜଧାନୀ। ସେହିପରି କଟକ ରେ ମଧ୍ୟ ୧୨ ପ୍ଲାଟୁନ୍ ପୋଲିସ୍ ଫୋର୍ସ ରହିବେ। କଟକରେ ଦୁଇ ଟି ସ୍ଥାନରେ ରଥଯାତ୍ରା ହେଉଥିବା ବେଳେ ଟ୍ରାଫିକ ବ୍ୟବସ୍ଥା କରାଯାଇଛି। ଭୁବନେଶ୍ୱର ଓ କଟକ ରେ ରଥଯାତ୍ରା ସମୟରେ କୋୖଣସି ଅଘଟଣ ନାଘଟେ ସେଥି ପ୍ରତି ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା କରାଯାଇଛି। ଭୁବନେଶ୍ୱର ରେ ଟ୍ରାଫିକ ବ୍ୟବସ୍ଥା କୁ ପୁରୀ ବାଇପାସ୍ ଓ ବରମୁଣ୍ଡା ଠାରୁ ହାଇ ଟେକ ପର୍ଯ୍ୟନ୍ତ ଟ୍ରାଫିକ ବ୍ୟବସ୍ଥା କରାଯାଇଛି। ବିଶେଷ ଭାବରେ ରାତି ରେ ଟ୍ରାଫିକ ବ୍ୟବସ୍ଥା କରାଯାଇଛି। ପୁରୀ ରୁ ଆସୁଥିବା ସାଧାରଣ ଲୋକ ମାନେ ଯେପରି କୌଣସି ଅସୁବିଧାରେ ପଡିବେ ନାହିଁ। 

ରଥଯାତ୍ରା ସମୟରେ ସମ୍ପୂର୍ଣ୍ଣ ଭାବରେ ଭୁବନେଶ୍ୱର ଓ କଟକ କୁ ପୋଲିସ ସୁରକ୍ଷା ବଳୟ ଭିତରେ ରଖାଯାଇଛି। କିଛି ଯେପରି ଅଘଟଣ ନଘଟେ ସେହିପରି ବହାବାରେ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ମହିଳା ମାନଙ୍କ ସୁରକ୍ଷା, ଓ ଚେନ ଲୁଟେରା ଙ୍କ ଉପରେ କଡା ନଜର ରଖିବା ପୋଲିସ।

Byte- ସତ୍ୟଜିତ ମହାନ୍ତି ପୋଲିସ କମିସନର।

Byte send mojo

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.