ETV Bharat / briefs

ବଳଦେବଜୀଉଙ୍କ ଶରଣରେ ନବୀନ, ମନ୍ଦିରକୁ ଦେଲେ 2କୋଟି

author img

By

Published : Jun 17, 2019, 8:26 PM IST

Updated : Jun 17, 2019, 9:34 PM IST

ଦେବସ୍ନାନ ପୂର୍ଣ୍ଣିମାରେ ବଳଦେବଜୀଉଙ୍କ ଶରଣରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି କେନ୍ଦ୍ରାପଡା ଗସ୍ତରେ ଆସି ଜିଲ୍ଲା ପାଇଁ ଘୋଷଣା କଲେ ଅନେକ ପ୍ରକଳ୍ପ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

କେନ୍ଦ୍ରାପଡା: ପଞ୍ଚମପାଳି ସରକାର ଗଠନ କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ପ୍ରଥମ ଥର ପାଇଁ କେନ୍ଦ୍ରାପଡା ଗସ୍ତରେ ଆସିଛନ୍ତି ।

ପବିତ୍ର ସ୍ନାନ ଦେବ ସ୍ନାନପୂର୍ଣ୍ଣିମା ଅବସରରେ ରାଜ୍ୟର ତୁଳସୀ କ୍ଷେତ୍ର ତଥା ପ୍ରଭୁ ବଳଦେବ ଜିଉଙ୍କୁ ଦର୍ଶନ ପାଇଁ ଆସିଛନ୍ତି । କେନ୍ଦ୍ରାପଡାରେ ପହଞ୍ଚିବା ପରେ ବଳଦେବ ଜିଉଙ୍କ ଦର୍ଶନ ସାରି ଜିଲ୍ଲା ପାଇଁ ଅନେକ ପ୍ରକଳ୍ପ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ବଳଦେବ ଜିଉ ମନ୍ଦିର ପାଇଁ 2କୋଟି ଟଙ୍କା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।
ଏହାସହ ଝୁଲଣ ମଣ୍ଡପର ପୁନରୁଦ୍ଧାର, ସାଆନ୍ତ ସାହିରେ କଲ୍ୟାଣ ମଣ୍ଡପ ମନ୍ଦିରର ଉତ୍ତର ପଟରେ ପାଚେରିଓ ବିବାହ ମଣ୍ଡପରେ ଶୌଚାଳୟ ନିର୍ମାଣ ସହ ଗଭୀର ନଳକୂପଓ ୨୪ ଘଣ୍ଟିଆ ଜଳ ଯୋଗାଣ ପାଇଁ ନବୀନ ଘୋଷଣା କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

ଏହି ଅବସରରେ ଦଳର ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି କାର୍ତ୍ତିକେୟାନ ପାଣ୍ଡିଆନଙ୍କ ସମେତ ସଂଜୟ ଦାସ ବର୍ମା, ସୁବାଷ ସିଂ, ପ୍ରତାପ ଦେବ, ଅରୁଣ ସାହୁ, ପ୍ରଣବ ପ୍ରକାଶ ଦାସ, ପ୍ରଫୁଲ୍ଲ ସିଂହ, ଅତନୁ ସବ୍ୟସାଚୀ ନାୟକ, ସାଂସଦ ଅନୁଭବ ମହାନ୍ତି, ଧୃବ ଚରଣ ସାହୁଓ ଦିବ୍ୟ ଶଙ୍କର ମିଶ୍ର ଉପସ୍ଥିତ ଥିଲେ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:Body:

FSD

Conclusion:
Last Updated : Jun 17, 2019, 9:34 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.