ETV Bharat / briefs

ସାହସ ଓ ଧୈର୍ଯ୍ୟର ସହ କାମ କର: ଏନ ଚନ୍ଦ୍ର ବାବୁ ନାଇଡୁ - POLITICS

ସାହସ, ଧୈର୍ଯ୍ୟ ଥିଲେ ଆମେ ପୁଣିଥରେ ସରକାରକୁ ଆସିବା । ସମସ୍ତ କର୍ମୀ ହତୋତ୍ସାହିତ ନହୋଇ କଠିନ ପରିଶ୍ରମ କରନ୍ତୁ ।

ଫାଇଲ ଫଟୋ
author img

By

Published : Jun 2, 2019, 10:46 AM IST

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶରେ ଗତ ମାସ ଅନୁଷ୍ଠିତ ରାଜ୍ୟ ବିଧାନସଭାରେ ତେଲୁଗୁ ଦେଶମ ପାର୍ଟି ଏକ ପ୍ରକାର ରାଜ୍ୟରୁ ସଫା ହୋଇଯାଇଛି । ଜଗନମୋହନ ରେଡ୍ଡୀଙ୍କ ଦଳ ବିପୁଳ ସମର୍ଥନ ପାଇ କ୍ଷମତାସୀନ ହୋଇଛି । ତେବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ର ବାବୁ ନାଇଡୁ ଏହି ପରାଜୟରେ ନିଜ ଧୈର୍ଯ୍ୟ ସାହସ ହରାଇନାହାଁନ୍ତି । ଗତକାଲି ଚନ୍ଦ୍ରବାବୁ ନାଇଡୁ ହାଇଦ୍ରାବାଦ ଗସ୍ତରେ ଆସିଥିଲେ ।

ଏହି ଅବସରରେ ସେ ତେଲେଙ୍ଗାନା ଟିଡିପି ନେତାଙ୍କ ସହ ଆଲୋଚନା କରି ଦଳର ଏହି ପରାଜୟରେ ହତୋତ୍ସାହିତ ନହୋଇ ଦଳୀୟ ନେତାଙ୍କୁ ସାହସର ସହ କାମ କରିବାକୁ ପରାମର୍ଶ ଦେଇଛନ୍ତି । ସୂଚନାଯୋଗ୍ୟ ଯେ ଗତମାସରେ ଅନୁଷ୍ଠିତ ଆନ୍ଧ୍ର ବିଧାନସଭା ନିର୍ବାଚନରେ ଟିଡିପି 175ଟି ଆସନରୁ ମାତ୍ର 23ଟି ଆସନରେ ବିଜୟୀ ହୋଇଛି ।

ଏହାସହ ଲୋକସଭାରେ ମଧ୍ୟ ଦଳକୁ ଜୋରଦାର ଝଟକା ଲାଗିଛି । ଆନ୍ଧ୍ରରେ ମୋଟ 28ଟି ଲୋକସଭା ଆସନରୁ ଟିଡିପି ମାତ୍ର 3ଟି ଆସନରେ ବିଜୟୀ ହୋଇଛି ।

Intro:Body:

dfsdfs

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.