ETV Bharat / briefs

ଏସିଆନ ବକ୍ସିଂ: କ୍ବାର୍ଟରରେ ଲଢେଇ କରିବେ ଅମିତ ପଙ୍ଘଲ, ବିକାଶ କ୍ରୀଷନ

ଭାରତୀୟ ବକ୍ସର ଅମିତ ପଙ୍ଘଲ ବୁଧବାର, ବିକାଶ କ୍ରୀଷନ ଓ ଆଶିଷ ASBC ଏସିଆନ ଚମ୍ପିଆନସିପର କ୍ବାର୍ଟର-ଫାଇନାଲ ମ୍ୟାଚ ଖେଳିବେ । ଅଧିକ ପଢନ୍ତୁ...

Asian boxing
Asian boxing
author img

By

Published : May 25, 2021, 10:10 PM IST

ଦୁବାଇ: ଅଲମ୍ପିକ ଅଂଶଗ୍ରହଣ କରିବାକୁ ଥିବା ଭାରତୀୟ ବକ୍ସର ଅମିତ ପଙ୍ଘଲ, ବିକାଶ କ୍ରୀଷନ ଓ ଆଶିଷଙ୍କ ପାଇଁ ବଡ ଆହ୍ବାନ ଅପେକ୍ଷା କରିଛି । ବୁଧବାର ଏହି ଷ୍ଟାର ଭାରତୀୟ ଖେଳାଳି ASBC ଏସିଆନ ଚମ୍ପିଆନସିପର କ୍ବାର୍ଟର-ଫାଇନାଲ ମ୍ୟାଚ ଖେଳିବେ ।

ବିଶ୍ବ ଚମ୍ପିଆନସିପ ରୌପ୍ୟ ପଦକ ବିଜେତା ଓ ଡିଫେଣ୍ଡିଂ ଚମ୍ପିଆନ ପଙ୍ଘଲ 52 କିଲୋଗ୍ରାମ ବର୍ଗରେ ମଙ୍ଗୋଲିଆର ଖାରଖୁ ଏନଖମାଣ୍ଡଖଙ୍କୁ ଭେଟିବେ । ଏସିଆନ ଅଲମ୍ପିକ କ୍ବାଲିଫାୟର୍ସ ଉଭୟ ଶେଷ ଥର ମୁହାଁମୁହିଁ ହୋଇଥିଲେ ।

2010 ଗୁଆଙ୍ଗଉ ଏସିଆନ ଗେମ୍ସ ଚମ୍ପିଆନ କ୍ରୀଷନ 69 କିଲୋଗ୍ରାମ ବର୍ଗରେ ଇରାନର ମୋସଲେମ ମଲାମିରଙ୍କୁ ଭେଟିବେ । ଆଶିଷ କୁମାର 75 କିଲୋଗ୍ରାମ ବର୍ଗରେ ଓ ନରେନ୍ଦର 91 କିଲୋଗ୍ରାମ ବର୍ଗରେ ଶକ୍ତିଶାଳୀ କାଜାଖାସ୍ତାନ ପ୍ରତିପକ୍ଷଙ୍କୁ ଭେଟିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.