ETV Bharat / briefs

ଘରେ ରହି ପରୀକ୍ଷା ଦେବେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ

author img

By

Published : Jun 11, 2020, 11:15 AM IST

ଜୁଲାଇ 6 ତାରିଖରୁ ହେବାକୁ ଥିବା ବିଶ୍ୱବିଦ୍ୟାଳୟର ଟର୍ମିନାଲ ସେମିଷ୍ଟାରର ପରୀକ୍ଷା ବିଶ୍ୱବିଦ୍ୟାଳୟ ପରିସରରରେ ବା ଅନଲାଇନ ଯୋଗେ ହେବ ନାହିଁ । ବରଂ ପରୀକ୍ଷା ଆରମ୍ଭ ହେବାର ଘଣ୍ଟାକ ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ମେଲ କିମ୍ବା ମେସେଜ ଯୋଗେ ପ୍ରଶ୍ନପତ୍ର ପଠାଇ ଦିଆଯିବ । ଅଧିକ ପଢନ୍ତୁ...

ଘରେ ରହି ପରୀକ୍ଷା ଦେବେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ
ଘରେ ରହି ପରୀକ୍ଷା ଦେବେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ

କୋରାପୁଟ: ରାଜ୍ୟରେ କ୍ରମାଗତ ବଢ଼ି ବଢ଼ି ଚାଲିଛି କୋରୋନା ସଂକ୍ରମିତଙ୍କ ସଂଖ୍ୟା । ତେବେ ଜୁଲାଇ 6 ତାରିଖରୁ ହେବାକୁ ଥିବା ବିଶ୍ୱବିଦ୍ୟାଳୟର ଟର୍ମିନାଲ ସେମିଷ୍ଟାରର ପରୀକ୍ଷା ବିଶ୍ୱବିଦ୍ୟାଳୟ ପରିସରରରେ ବା ଅନଲାଇନ ଯୋଗେ ହେବ ନାହିଁ ।

ପରୀକ୍ଷା ଆରମ୍ଭ ହେବାର ଘଣ୍ଟାକ ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ମେଲ କିମ୍ବା ମେସେଜ ଯୋଗେ ପ୍ରଶ୍ନପତ୍ର ପଠାଇ ଦିଆଯିବ, ଯାହାର ଉତ୍ତର ତିନିଘଣ୍ଟା ମଧ୍ୟରେ ପରୀକ୍ଷାର୍ଥୀ ଲେଖିସାରି ପରବର୍ତ୍ତୀ ଘଣ୍ଟାକ ମଧ୍ୟରେ ଉତ୍ତର ଖାତାର ଫଟୋ ଉଠାଇ ବିଶ୍ବବିଦ୍ୟାଳୟକୁ ପଠାଇ ଦେଇପାରିବେ । ନଚେତ ସ୍ପିଡ଼ ପୋଷ୍ଟ ଯୋଗେ ମଧ୍ୟ ପଠାଇ ଦେଇପାରିବେ ବୋଲି କର୍ତ୍ତୃପକ୍ଷ ଜଣାଇଛନ୍ତି ।

କୋଭିଡ କଟକଣାକୁ ଆଖିରେ ରଖି ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଏଭଳି ଏକ ଅଭିନବ ଉପାୟ ଅବଲମ୍ବନ କରିଛି । ଏନେଇ ନିଷ୍ପତ୍ତି ନିଆଯାଇଥିବା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି ।

କୋରାପୁଟରୁ ସି.ଏଚ୍ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.